ଆମେରିକା ମାଟିରେ ରାମାୟଣର ଭବ୍ୟ ଟ୍ରେଲର ଲଞ୍ଚ ହେବାକୁ ଯାଉଛି। ରଣବୀର କପୁର, ସାଇ ପଲ୍ଲବୀ, ସନି ଦେଓଲ, ୟଶ ଆଦି କଳାକାର ଦକ୍ଷିଣ କାଲିଫୋର୍ନିଆର ସାନ ଡିଏଗୋ କମିକ୍-କନ୍ରେ ପହଞ୍ଚିଛନ୍ତି। ଫିଲ୍ମର ଅଫିସିଆଲ୍ ଟ୍ରେଲର ଭାରତୀୟ ଦର୍ଶକଙ୍କୁ ଶୁକ୍ରବାର ସକାଳେ ଦେଖିବାକୁ ମିଳିବ। ଜାଣନ୍ତୁ ନମିତ ମଲହୋତ୍ରା ଏବଂ ନିତେଶ ତିୱାରୀଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟର ଗ୍ଲୋବାଲ୍ ଭିଜନ୍ କ’ଣ?
Read More >