୫ ବର୍ଷର ନାବାଳକକୁ ଗଳା କାଟି ହତ୍ୟା। ନାବାଳକକୁ ଅପହରଣ ପରେ ଗଳାକାଟି ହତ୍ୟା କରିଛନ୍ତି ଅପହରଣକାରୀ। ଥାନାରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ଗାଁରେ ଘଟିଛି। ମୃତ ନାବାଳକ ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ଗାଁର ପୁରଶୋତମ ଗନ୍ତାୟତଙ୍କ ୫ ବର୍ଷର ପୁଅ ଋଷି ଗନ୍ତାୟତ ବୋଲି ସୂଚନା ମିଳିଛି। ପରିବାର ଲୋକଙ୍କ ଅଭିଯୋଗକୁ ଅସଧାର କରି ପୋଲିସ ତଦନ୍ତ ଜାରି ରଖିଛି।
Read More >