ଭାରତୀୟ କ୍ରିକେଟ ଦଳର ଖେଳାଳି କୁଲଦୀପ ଯାଦବଙ୍କର ବିବାହ ରିସେପସନ୍ ଲକ୍ଷ୍ନୌର ଗଲ୍ଫ ସିଟିର ହୋଟେଲ ଦି ସେଣ୍ଟ୍ରମରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କ୍ରିକେଟ ତାରକା ଏବଂ ଅନ୍ୟାନ୍ୟ ବହୁ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହିତ ଏହି ରିସେପ୍ସନରେ ଯୋଗଦେବେ। Read More >
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ସମସ୍ତ କଳ୍ପନାକୁ ଭୁଲ ପ୍ରମାଣିତ କରି ବିଜୟ ହାସଲ କରିଥିବା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଜଗା ଶରଣରେ ପଶିଛନ୍ତି । ମଙ୍ଗଳବାର ଦିଲ୍ଲୀପ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିଛନ୍ତି । Read More >
ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବେ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଏହା ନିଶ୍ଚିତ କରିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ନାହାନ୍ତି। ସେ କେବଳ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ଦାୟିତ୍ୱକୁ ପୂରଣ କରିବେ। Read More >
ଭୁୁବନେଶ୍ୱର: ଆଜି ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଦିନ। ରାଜ୍ୟସଭା ନିର୍ବାଚନରେ ବିଜେପି ଓ ବିଜେପି-ସମର୍ଥିତ ପ୍ରାର୍ଥୀଙ୍କ ଏହି ପ୍ରଚଣ୍ଡ ବିଜୟ କେବଳ ଦଳୀୟ Read More >
ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନା ଏବଂ ବିଚାର ବିମର୍ଶର ଅନ୍ତ ଘଟିଛି । ଶେଷ ହୋଇଛି ରାଜ୍ୟସଭା ମହାଲଢ଼େଇ । ନିର୍ବାଚନ ଫଳାଫଳ ଆସିଯାଇଛି । ମଇଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ମଧ୍ୟର ୪ ଜଣ ବିଜୟ ଟୀକା ପିନ୍ଧିଛନ୍ତି । Read More >
ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଝିଅ ହିମାନିୟନୀ ପୁରୀ ୧୦ କୋଟିର ମାନହାନୀ ମୋକଦ୍ଦମା କରିଛନ୍ତି । ଆମେରିକାର ବହୁ ଚର୍ଚ୍ଚିତ ଯୌନ ଅପରାଧ ମାମଲା ଏପଷ୍ଟିନ ସହିତ ତାଙ୍କ ନାମକୁ ଯୋଡ଼ିବାକୁ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । Read More >
କୋଲକାତା: ପୁଣି ଥରେ ପଶ୍ଚିମବଙ୍ଗ ନିର୍ବାଚନର ମହାଲଢ଼େଇ ଦେଖିବାକୁ ମିଳିବ । ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି । Read More >
ଭୁବନେଶ୍ୱର: ସମସ୍ତ ସମ୍ଭାବନାକୁ ଅତିକ୍ରମ କରିଯାଇଛି ଆଜିର ରାଜ୍ୟସଭା ନିର୍ବାଚନ ମତଦାନ । କଳ୍ପନାଠାରୁ ଅଧିକ ମାତ୍ରାରେ କ୍ରସ୍ ଭୋଟିଂ ହୋଇଛି । ବିଜେଡ଼ି ଓ କଂଗ୍ରେସ ଉଭୟ ଦଳର ଅସନ୍ତୁଷ୍ଟ ନେତା ବିଜେପି ସପକ୍ଷରେ ମତ ସାବ୍ୟସ୍ତ କରିଛନ୍ତି । Read More >
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ସାଧାରଣ ଓ ପଞ୍ଚାୟତ ନିର୍ବାଚନଠାରୁ ବଳି ଯାଇଛି । କେତେବେଳେ ବାଲାଟକୁ ନେଇ ହୋହାଲ୍ଲା ତ କେତେବେଳେ ମତଦାତାଙ୍କୁ ନେଇ ପଟିତୁଣ୍ଡ । ବିନା ଗୃହ କାର୍ଯ୍ୟରେ ଆଜି ବିଧାନସଭା ପରିସର ଉଠୁଛି ପଡ଼ୁଛି । Read More >
ଭୁୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟିଛି । ରାଜ୍ୟସଭା ନିର୍ବାଚନରେ ହୋଇଛି କ୍ରସ ଭୋଟିଂ । ବର୍ତ୍ତମାନ ସୁଦ୍ଧା ତିନି ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ସୂଚନା ସାମ୍ନାକୁ ଆସିଛି । କଟକ Read More >
ଭୁୁବନେଶ୍ୱର: ଶେଷରେ ଭୋଟ୍ ଦେଲେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ । କଂଗ୍ରେସର ଏହି ବିଧାୟକଙ୍କୁ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଖୁବ୍ ଚର୍ଚ୍ଚା ହେଉଥିଲା । କାରଣ ସେ ଦଳର ହ୍ୱିପକୁ Read More >
ଭୁବନେଶ୍ୱର: ଆଜି ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଓଡ଼ିଶାରେ ମଧ୍ୟ ବିଧାନସଭାର ସମସ୍ତ ସଦସ୍ୟ ମତଦାନ କରୁଛନ୍ତି । ମତଦାନ ବେଳେ ବିବାଦ ସୃଷ୍ଟି ହୋଇଛି । ବିଜେପିର ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଦୁଇଟି ବାଲାଟ୍ ପେପର୍ ମାଗିବା ପରେ ବିଜେଡ଼ି ଓ କଂଗ୍ରେସ ପ୍ରବଳ ବିରୋଧ କରିଛନ୍ତି । Read More >
କୁଲଦୀପ ଯାଦବଙ୍କ ମହାସମାରୋହରେ ଯୋଗଦେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ
ଏସସିବି ଘଟଣାକୁ ନେଇ ଘେରିଲା ବିରୋଧୀ, ଧୋଇଗଲା ପ୍ରଶ୍ନକାଳ
ଏସ୍ଓପି ଜାରି: ଦୈନିକ ୨,୬୫୦ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ଯୋଗାଇବେ ଉତ୍ତରାଖଣ୍ଡ ସରକାର
ପାକିସ୍ତାନ ଇସଲାମଫୋବିଆର କାହାଣୀ ତିଆରି କରୁଛି: ଭାରତ