ଟିଏମସି (TMC) ରେ ଚାଲିଥିବା ଭାଙ୍ଗଗଢ଼ା ଏବଂ ବିଶୃଙ୍ଖଳା ମଧ୍ୟରେ ସାଂସଦ ଶତ୍ରୁଘ୍ନ ସିହ୍ନା ମଧ୍ୟ ବିଦ୍ରୋହୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। କୁହାଯାଉଥିଲା ଯେ ଶତ୍ରୁଘ୍ନ ମଧ୍ୟ ଟିଏମସିରୁ ଅଲଗା ହେବାକୁ ଯାଉଛନ୍ତି, ହେଲେ ଏବେ ଏହି ଚର୍ଚ୍ଚାରେ ବିରାମ ଲାଗିଛି। ଶତ୍ରୁଘ୍ନ ସିହ୍ନା ନିଜେ କହିଛନ୍ତି ଯେ ସେ ଟିଏମସି ଛାଡୁନାହାନ୍ତି। ମମତା ଜୀ ବିପଦ ସମୟରେ ମୋତେ ସାଥ୍ ଦେଇଥିଲେ, ମୁଁ ତାଙ୍କ ସାଥ୍ ଛାଡୁନାହିଁ।
Read More >