କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 3 ମାସର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ, ଲୋକମାନଙ୍କୁ ମଧ୍ୟ ଅର୍ଥ ଦାନ କରିବା ପାଇଁ କଲେ ଅପିଲ
Khabar Odisha:CM-Naveen-Patnaik-donates-3-months-salary-to-the-Chief-Ministers-Relief-Fund
ଭୁବନେଶ୍ୱର, ମାର୍ଚ୍ଚ ୨୩ (ଖବର ଓଡ଼ିଶା):

କରୋନା ଭାଇରସ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ 3 ମାସର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀକୁ ରାଜ୍ୟ ସରକାର ବିପର୍ଯ୍ୟୟ ଭାବେ ଘୋଷଣା କରିଥିବାରୁ ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆବଶ୍ୟକ ପଡ଼ୁଥିବାରୁ ରିଲିଫ ପାଣ୍ଠି କୁ ନିଜ ଦରମାର ଅର୍ଥକୁ ଦାନ କରିଛନ୍ତି ନବୀନ। 

ଏହା ସହ ଅନ୍ୟମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। 

  • Tags:

Subscribe

National International State Sports Entertainment