କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା
Khabar Odisha:central-minister-Dharmendra-Pradhan-tested-corona-positive
ନୂଆଦିଲ୍ଲୀ, ଅଗଷ୍ଟ ୦୪ (ଖବର ଓଡ଼ିଶା):

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ସମ୍ପର୍କରେ ସେ ନିଜେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । କୋଭିଡ଼ ଲକ୍ଷଣ ପ୍ରକାଶ ପାଇବା ପରେ ସେ ନିଜର କୋଭିଡ଼ ପରୀକ୍ଷା କରାଇଥିଲେ । ତେବେ ରିପୋର୍ଟ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସପିଟାଲରେ ଭର୍ତି ହୋଇଛନ୍ତି ଓ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ।

  • Tags:

Subscribe

National International State Sports Entertainment