ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଏପରି ଡଷ୍ଟବିନ୍ ତିଆରି କରିବାକୁ ନିକଟତର ହୋଇଛନ୍ତି, ଯେଉଁଠାରେ ପରମାଣୁ ଅଳିଆ ଜମା କରାଯିବ ଏବଂ ତା’ପରେ ପ୍ରାୟ ଦଶ ଲକ୍ଷ ବର୍ଷ ପାଇଁ ସିଲ୍ କରାଯିବ। ଏହି ସମୟ ମଧ୍ୟରେ, ରେଡିଓଆକ୍ଟିଭ୍ ସାମଗ୍ରୀ କ୍ଷୟ ହେବ ଏବଂ ଭୂଗର୍ଭରେ ପ୍ରାକୃତିକ ୟୁରାନିୟମ୍ ଖଣିଜ ପରି ଅବସ୍ଥାକୁ ପହଞ୍ଚିବ।
Read More >