Home >
ମାଲକାନାଗିରି ସୀମାନ୍ତରେ ଗୁଳି ବିନିମୟ, ଜଣେ ଯବାନ ମୃତ
Khabar Odisha:firing-between-maoist-and-crpf-in-malkanagiri
ମାଲକାନଗିରି,ମେ ୧୫(ଖବର ଓଡ଼ିଶା): ମାଲକାନଗିରି ବାଶାଗୁଡା ଜଂଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ  ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ଜଣେ ଏସଟିଏଫ ଯବାନ ପ୍ରାଣ ହରାଇଥିବାବେଳେ ଦୁଇଜଣ ଡିଆରଜି ଯବାନ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି ।
 
ସୂଚନା ଅନୁସାରେ ଗତକାଲି ଗୁଳିବିନିମୟରେ ଗୁରୁତର ହୋଇଥିବା ଡିଆରଜି ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ଆଜି ମୃତ୍ୟୁବରଣ କରିଛନ୍ତି ।
 
ବର୍ତମାନ ମଧ୍ୟ ବାଶାଗୁଡା ଜଂଗଲରେ ସର୍ଚ୍ଚଅପରେସନ ଜାରି ରହିଥିବା ଜଣାପଡିଛି ।
  • Tags:

Subscribe

National International State Sports Entertainment