ବର୍ଷାଋତୁରେ ହିମାଚଳ ପ୍ରଦେଶରେ ପର୍ବତ ଫାଟ, ଭୂସ୍ଖଳନ ଏବଂ ବନ୍ୟା ଭଳି ଘଟଣା ବୃଦ୍ଧି ପାଉଛି। ଏହା ଦୁର୍ଘଟଣାର କାରଣ ହେଉଛି। ଶୁକ୍ରବାର, ଆଦିବାସୀ ଜିଲ୍ଲା ଲାହୌଲ-ସ୍ପିତିର ଉଦୟପୁର-କିଲାଡ (ତାଣ୍ଡି-ସାନସାରି ଜାତୀୟ ରାଜପଥ) ନିକଟରେ ଏକ ଟାଟା ସୁମୋ ଗାଡ଼ି ପଥର ଖସି ପଡ଼ିବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା।
Read More >