Home >
ଜଳିଗଲା କତା ବୋଝେଇ ଟ୍ରକ
Khabar Odisha:state-odisha-fire-mishap-in-truck-kalahandi-bhabanipatna
କଳାହାଣ୍ଡି, ମାର୍ଚ୍ଚ ୧୬(ଖବର ଓଡିଶା) :

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଚଂଳର କେସିଙ୍ଗା ରାସ୍ତାରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଏକ କତା ବୋଝେଇ ଟ୍ରକ ଜଳିଯାଇଛି ।ଏହା ସର୍ଟସର୍କିଟରୁ ହୋଇଛି ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ  ପହଁଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଛି । 

ଭବାନୀପାଟଣା ଅଚଂଳର କେସିଙ୍ଗାରେ ଏକ କତା ବୋଝେଇ ଟ୍ରକରେ ନିଆଁ ଲାଗିଯାଇଛି । ଏହାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ସର୍ଟସର୍କିଟ କାରଣରୁ ହୋଇଛି ବୋଲି ସନ୍ଦେହ କରାଯାଉଛି । ବର୍ତମାନ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭାଇବାରେ ଲାଗିଛି । 

  • Tags:

Subscribe

National International State Sports Entertainment