Home >
ବଢୁଛି ତାତି, ସିଝୁଛି ଓଡିଶା । ୪୦ ପାର କଲା ୧୨ ସହରର ତାପମାତ୍ରା
Khabar Odisha:state-odisha-12-towns-temperature-over-40-degree
ଭୁବନେଶ୍ୱର,ଏପ୍ରିଲ ୧୫(ଖବର ଓଡ଼ିଶା):

ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ତାତି । ଅସହ୍ୟ ତାତିରେ ସିଝୁଛି ସାରା ଓଡ଼ିଶା । ପ୍ରଚଣ୍ଡ ଖରାରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ରାଜ୍ୟରେ ଉପରମୁହାଁ ହେଲାଣି ପାରା । ସୋମବାର ଦିନ ରାଜ୍ୟର ୧୨ଟି ସହରରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୪୩.୮ ଡିଗ୍ରୀ ସହ ତାଳଚେର ରାଜ୍ୟର ସବୁଠୁ ଉତ୍ତର ସହର । ଅନୁଗୁଳରେ ତାପମାତ୍ରା ୪୩.୭ ଡିଗ୍ରୀ ଥିବାବେଳେ ଟିଟିଲାଗଡ଼ରେ ୪୩ ଡିଗ୍ରୀ ଏବଂ  ଝାରସୁଗୁଡାରେ ତାପମାତ୍ରା  ୪୨.୬ ଡିଗ୍ରୀ ରହିଛି । 

ତାଳଚେର-୪୩.୮ ଡିଗ୍ରୀ

ଅନୁଗୁଳ-୪୩.୭ ଡିଗ୍ରୀ

ଟିଟିଲାଗଡ଼-୪୩ ଡିଗ୍ରୀ 

ଝାରସୁଗୁଡାରେ-୪୨.୬ ଡିଗ୍ରୀ

ବାଲାଙ୍ଗିର-୪୨ ଡିଗ୍ରୀ

ସମ୍ୱଲପୁର-୪୧.୧ ଡିଗ୍ରୀ

ହୀରାକୁଦ-୪୧.୧ ଡିଗ୍ରୀ

ଭାବନୀପଟଣା-୪୦.୮ ଡିଗ୍ରୀ

ମାଲକାନଗିରି-୪୦.୫ ଡିଗ୍ରୀ

କେନ୍ଦୁଝର-୪୦.୧ ଡିଗ୍ରୀ

ସୋନପୁର-୪୦ ଡିଗ୍ରୀ

ଚାନ୍ଦବାଲି-୩୯.୭ ଡିଗ୍ରୀ

ଭୁବନେଶ୍ୱର-୩୯.୬ ଡିଗ୍ରୀ

କଟକ-୩୯ ଡିଗ୍ରୀ

Subscribe

National International State Sports Entertainment