Home >
ରେଳ ଧାରଣାରୁ ୨ ମୃତଦେହ ଉଦ୍ଧାର
Khabar Odisha:state-crime-deadbody-of-man-and-women-rescued-from-berhampur-railway-line
ବ୍ରହ୍ମପୁର, ଏପ୍ରିଲ ୧୬(ଖବର ଓଡିଶା):

ବ୍ରହ୍ମପୁର ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସହରର ଆଙ୍କୁଲି ରେଳ ଧାରଣାରୁ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ମୁତାବକ, ଆଜି ସକାଳେ କିଛି ଲୋକ ଆଙ୍କୁଲି ରେଳ ଧାରଣାରେ ୨ଜଣଙ୍କ ମୃତଦେହ ଦେଖିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ୨ଟି ମୃତଦେହକୁ ଉଦ୍ଧାର କରିଥିଲା । ମୃତଦେହଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଜଣେ ପୁରୁଷ ରହିଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।   

  • Tags:

Subscribe

National International State Sports Entertainment