Home >
ଏସିଆନ୍ ଯୁବ ଆଥଲେଟିକ୍ସ, ଭାରତକୁ ପ୍ରଥମ ଦିନରେ ୫ ପଦକ
Khabar Odisha:sports-asian-youth-athletics-india-won-5-medal-in-first-day
ନୂଆଦିଲ୍ଲୀ, ମାର୍ଚ୍ଚ (ଖବର ଓଡିଶା) :

ଫିଲପ ମହେଶ୍ୱରନ ୧୧୦ ମିଟର ଦୌଡ ଏବଂ ବିପିନ କୁମାର ହୋମର ଥ୍ରୋରେ ସୂର୍ଣ୍ଣ ପଦକ ହାସଲ କରିଛନ୍ତି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଭାରତ ଏସିଆନ ୟୁଥ ଏଥଲେଟ ଚାମ୍ପିୟନସିପରେ ୫ଟି ସୂର୍ଣ୍ଣ ପଦକ ଜିତିଛିା ଫିଲିପ ଜଣେ ୧୧୦ ମିଟର ବାଧା ଦୈ÷ାଡକୁ ୧୨.୮୬ ସେକଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିଛନ୍ତି ।

ସେହିପରି ବିପିନ ହୋମର ଥ୍ରୋରେ ୬୯.୬୩ ମିଟରରେ ସୂର୍ଣ୍ଣ ପଦକ ଜିତିଛନ୍ତି । ହର୍ଷିତା ସେରାବତ ହେମର ଥ୍ରୋରେ ୬୧.୯୩ ମିଟରରେ ରୋପ୍ୟ ପଦକ  ଜିତିଛନ୍ତି । ଦିପକ ଯାଦବ ପୋଲ୍ ବୋଲ୍ଡ ଏବଂ ଅଜୟ ୧୫୦୦ ମିଟର ଦୈ÷ାଡରେ କାଂସ୍ୟ ପଦକ ଜିତିଛନ୍ତି ।

  • Tags:

Subscribe

National International State Sports Entertainment