Home >
ନିଆଁ ଲାଗି ଜଳିଗଲା ଦୋକାନ
Khabar Odisha:odisha-fire-mishap-in-rayagada-shop
ନୂଆଦିଲ୍ଲୀ, ମେ ୨୫(ଖବର ଓଡିଶା):

ରାୟଗଡା ସହରର ବଜାରରେ ଥିବା ଅନେକ ଦୋକନା ନିଆଁ ଲାଗି ଜଳିଯାଇଛି । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିବା ସନ୍ଦେହ କରାଯାଉଛି ।

ସୂଚନାନୁସାରେ, ଆଜି ଭୋରରେ ସହରର ସାରଳା ଛକ ଓଭରବ୍ରିଜ ତଳେ ଥିବା ଦୋକନାରେ ହଠାତ ନିଆଁ ଲାଗିଯାଇଥିଲା । ଏହାକୁ ଦମକଳ ବାହିନୀ ଆସି ଆୟତ କରିଥିଲେ  । ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡି ନାହିଁ । ଏହି ଅଗ୍ନିକାଣ୍ଡରେ ଏକ ଗଂଟା, ଚପଲ ଏବଂ ଫଳ ଦୋକାନ ଜଳିଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଥିବା କୁହାଯାଉଛି । 

  • Tags:

Subscribe

National International State Sports Entertainment