Home >
NEET ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଜାରୀ
Khabar Odisha:nta-releases-admit-card-for-neet
ନୂଆଦିଲ୍ଲୀ, ଅପ୍ରେଲ ୧୬ (ଖବର ଓଡ଼ିଶା):

ନାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନସ୍‌ ଟେଷ୍ଟ (ନିଟ୍‌ )ପାଇଁ ଆଡମିଟ୍‌ କାର୍ଡ ଜାରି ହୋଇଛି । ଛାତ୍ରଛାତ୍ରୀମାନେ ntaneet.nic.in ୱେବ୍‌ସାଇଟ୍‌କୁ ଯାଇ ନିଜର ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ । ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ନିଜର ରେଜିଷ୍ଟ୍ରେସନ୍‌ ନମ୍ବର, ଆବେଦନ ସଂଖ୍ୟା ଓ ପାସୱାର୍ଡ ଦେବାକୁ ପଡ଼ିବ ।

ନିଟ୍ ପରୀକ୍ଷା ଆସନ୍ତା ମେ ୫ ତାରିଖରେ ଅନୁଷ୍ଠିତ ହେବ । ଦେଶର ମୋଟ ୧୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ରାଷ୍ଟ୍ରୀୟ ସ୍ତରରେ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ପାଇଁ ୧୫ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ପରୀକ୍ଷା ଆସନ୍ତା ୫ ତାରିଖରେ ଅପରାହ୍ନ ୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଶେଷ ହେବ ।

  • Tags:

Subscribe

National International State Sports Entertainment