Home >
ବାଲେଶ୍ୱରରେ ମାତିଛନ୍ତି ଏଟିଏମ୍‌ ଲୁଟେରା, ମେସିନ୍‌ ତାଡ଼ି ନେଲେ ଦୁର୍ବୃତ୍ତ
Khabar Odisha:atm-loot-in-balasore
ବାଲେଶ୍ଵର, ଅପ୍ରେଲ ୧୬ (ଖବର ଓଡ଼ିଶା):

ଦିନକୁ ଦିନ ବାଲେଶ୍ୱରରେ ଏଟିଏମ୍‌ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି । ସୋର କଲେଜ ଛକ ନିକଟରେ ଥିବା ଫେଡେରାଲ୍‌ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ କରିଛନ୍ତି ଲୁଟେରା ।

ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌ ତାଡ଼ି ନେଇଯାଇଛନ୍ତି । ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ି ନାହିଁ । ସୂଚନା ପାଇବା ପରେ ସୋର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । 

  • Tags:

Subscribe

National International State Sports Entertainment