Home >
ଦିନ ୨ଟା ଯାଏଁ ହେବ ବର୍ଷା, ଛଅଟି ଜିଲ୍ଳାକୁ ସତର୍କ ସୂଚନା
Khabar Odisha:Weather-Odisha-Kalabaisakhi-posibility-of-rain-and-thunderstrom-6-districts-odisha
ଭୁବନେଶ୍ୱର, ମାର୍ଚ୍ଚ ୧୫(ଖବର ଓଡ଼ିଶା):

କାଳବୈଶାଖୀ ପ୍ରଭାବରେ ବର୍ଷା ଓ ଝଡ଼ତୋଫାନ ଲାଗି ରହିବା ନେଇ ପାଣିପାଗ ବିଭାଗ ଛଅଟି ଜିଲ୍ଲାକୁ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ।

ଆଜି ଛଅଟି ଜିଲ୍ଲାକୁ ଦିନ ୨ଟା ଯାଏଁ ସତର୍କ ରହିବାକୁ ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଯାଜପୁର, ଜଗତସିଂହପୁର଼, କେନ୍ଦ୍ରାପଡ଼ା ,କଟକ,ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘରୁ ନବାହାରିବା ପାଇଁ ଆଂଚଳିକ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଏହାର ପ୍ରଭାବରେ ରାଜ୍ୟରେ ପାଗ ପ୍ରାୟ ମେଘୁଆ ରହିଛି । 

Subscribe

National International State Sports Entertainment