Home >
ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ
Khabar Odisha:Security-forces-succeeded-in-killing-3-Maoists-in-the-encounter
ବିହାର,ନଭେମ୍ବର 22 (ଖବର ଓଡ଼ିଶା):

ବିହାର ଗୟା ଜିଲ୍ଲାର ବାରାଚଟି ଅନ୍ତର୍ଗତ ଏକ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହେବାଫଳରେ ୩ ମାଓବାଦୀ ନିହତ ହୋଇଛନ୍ତି ଏବଂ ଘଟଣାସ୍ଥଳରୁ ଏକେ-୪୭ ଓ ରାଇଫଲ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ତେବେ ମୃତ ୩ ମାଓବାଦୀଙ୍କ ମଧ୍ୟରେ ଜଣେ କୁଖ୍ୟାତ ମାଓବାଦୀ ଜୋନାଲ କମାଣ୍ଡର ଆଲୋକ ଯାଦବ ସାମିଲ ଥିବା ଜଣାପଡ଼ିଛି। ତାଙ୍କ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ତେବେ ସୁଚନା ଅନୁସାରେ , ଶନିବାର ବିଳମ୍ବିତ ରାତି ଏବଂ ରବିବାର ସକାଳେ ଉକ୍ତ ଜଙ୍ଗଲରେ ପୋଲିସ ଓ ୨୦୫ କୋବ୍ରା ବାଟାଲିୟନ ଟିମ୍ ମିଶି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ।

  • Tags:

Subscribe

National International State Sports Entertainment