Home >
ପ୍ଲେ ଷ୍ଟୋରରୁ ୨୦୦ ଗେମ୍ ହଟାଇଲା ଗୁଗୁଲ, ଜାଣନ୍ତୁ କାହିଁକି
Khabar Odisha:Natioanl-Odisha-Google-delete-200-games-from-Play-store
ମୁମ୍ୱାଇ,ମାର୍ଚ୍ଚ ୧୫(ଖବର ଓଡିଶା):

ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଅପରେଟିଂ ସିଷ୍ଟମ ହେଇଛି । ଏହା ପରେ ମଧ୍ୟ ଏହା ସମ୍ପୂର୍ଣ୍ଣଭାବେ ସୁରକ୍ଷିତ ନୁହେଁ । କିନ୍ତୁ ଗୁଗୁଲ ଏଥିପ୍ରତି ସବୁବେଳେ ସତର୍କତା ଅବଲମ୍ୱନ କରିଆସିଛି । ନିକଟରେ ସୁରକ୍ଷା ଦୃଷ୍ଟିରୁ ପ୍ଲେ ଷ୍ଟୋରରୁ ୨୦୦ଟି ଗେମ୍‌କୁ ହଟାଇଛି ଗୁଗୁଲ୍‌ । 

ସିକ୍ୟୁରିଟି ରିସର୍ଚରଙ୍କ କହିବା ଅନୁଯାୟୀ, ଶହ ଶହ ମୋବାଇଲ୍‌ ଆପ୍ଲିକେସନ୍‌ରେ ଏକ ନୂଆ ପ୍ରକାର ମୈଲୱେୟର ଏବଂ ଏଡୱେୟର ଇମ୍ଫେକ୍‌ସନ୍ ଦେଖିବାକୁ ମିଳିଛି । ଏହିଭଳି ଆପ୍ଲିକେସନ୍‌ଗୁଡିକୁ ଗୁଗୁଲ ପ୍ଲେ ଷ୍ଟୋର୍‌ରୁ ପାଖାପାଖି ୧୫ କୋଟି ଥର ଡାଇନ୍‌ଲୋଡ୍ କରାଯାଇଛି । ଯାହା ଗୁଗୁଲକୁ ଚିନ୍ତାରେ ପକାଇଥିଲା ଏବଂ ଏହି କାରଣ ଆଧାରରେ ଗୁଗୁଲ ଆଣ୍ଡ୍ରୋଏଡ୍ ଆପ୍ଲିକେସନ ଷ୍ଚୋର (ପ୍ଲେ ଷ୍ଟୋର୍‌)ରୁ ଡିଲିଟ୍ କରିଛି । 

Subscribe

National International State Sports Entertainment