Home >
ସଡକରେ ଗଡିଲା ଦେଶର ପ୍ରଥମ ଟ୍ରାମ ଲାଇବ୍ରେରୀ, ମିଳୁଛି ଯାତ୍ରା ସହ ପଢିବାର ମଜା
Khabar Odisha:Indias-First-Tram-library-in-Kolkata
କୋଲକାତା, ନଭେମ୍ବର 25 (ଖବର ଓଡ଼ିଶା):

 ଦେଶର ଅନ୍ୟତମ ମେଟ୍ରୋ ଲହର କୋଲକାତାର ଲଡକ ଉପରେ ଗଡିଛି ଦେଶର ପ୍ରଥମ ଟ୍ରାମ ଲାଇବ୍ରେରୀ  । ପଶ୍ଚମବଙ୍ଗ ପରିବହନ ବିଭାଗ ଏହାକୁ ପରିଚାଳନା କରୁଛି  । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏହି ଟ୍ରାମ ଲାଇବ୍ରେରୀରେ ବିଭିନ୍ନ ଖବରକାଗଜ, ପତ୍ରପତ୍ରିକା ଓ ପୁସ୍ତକ ମାନ ରଖାଯାଇଛି  । ଟ୍ରାମ ଲାଇବ୍ରେରୀଟି ଦୈନିକ ଶ୍ୟାମ ବଜାରରୁ ବାହାରି ଏସପ୍ଲାନେଡ ଅଭିମୁଖେ ଯାଇଥାଏ  । ଏହି ରାସ୍ତାରେ 30 ଟି ଶିକ୍ଷାନୁଷ୍ଠାନ ପଡେ  । ଟ୍ରାମ ଲାଇବ୍ରେରୀ ଭିତରେ ଇ- ପୁସ୍ତକ ପଢିବା ପାଇଁ ମାଗଣା ଓ୍ୱାଇ ଫାଇର ମଧ୍ୟ ବ୍ୟବସ୍ଥା ରହିଛି  । 

  • Tags:

Subscribe

National International State Sports Entertainment