ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ବାଂଲାଦେଶ ଏବଂ ଶ୍ରୀଲଙ୍କା । ଅପରାହ୍ନ ୨ଟାରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୩୮ ତମ ମ୍ୟାଚ୍ । Read More >
ଜନ୍ମଦିନରେ ବିରାଟଙ୍କ 'ବିରାଟ' କୀର୍ତ୍ତିମାନ। ଦିନିକିଆ କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ବିରାଟ କୋହଲି। Read More >
ଭାରତ ୱେଷ୍ଟଇଣ୍ଡିଜ ୨ୟ ଦିନିକିଆ ଶେଷ ହୋଇଛି ଯେଉଁଥିରେ ୱେଷ୍ଟଇଣ୍ଡିଜ ୬ୱିକେଟ୍ ରେ ବାଜି ମାରିଛି । ୱେଷ୍ଟଇଣ୍ଡିଜ ଅଧିନାୟକ ଶାୟ ହୋପ ସର୍ବାଧିକ ୬୩ ରନ କରି ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି । Read More >
ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଖେଳସୂଚୀ ସାମ୍ନାକୁ ଆସିଛି । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ । ଆସନ୍ତା ଜୁନ ୪ ତାରିଖରୁ ୩୦ ତାରିଖରେ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରଯିବ । Read More >
ଇଣ୍ଡିଆ ଏବଂ ପାକିସ୍ତାନ କ୍ରିକେଟ ୱାର୍ଲଡ କପକୁ ନେଇ ବଡ ସୂଚନା ଚେଞ୍ଜ ହୋଇପାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିଶ୍ୱକପ୍ ତାରିଖ | Read More >
ଆଗକୁ କ୍ରିକେଟ ଜଗତରେ ହେବାକୁ ଯାଉଛି ଗୋଟେ ପରେ ଗୋଟେ ବଡ ଟୁର୍ନାମେଣ୍ଟ | ୨୦୨୩ କ୍ରିଡାସୂଚୀ ଅନୁଯାୟୀ, ଏସିଆ କପ ସାଙ୍ଗକୁ ୫୦ ଓଭର କ୍ରିକେଟ ବିଶ୍ୱକପ୍ ରହିଛି | Read More >
ଏଲ୍ଏସ୍ଜି ଅଧିନାୟକ କେଏଲ୍ ରାହୁଲ ଆହତ ହେବା ପରେ ଆଇପିଏଲ୍ର ଅବସିଷ୍ଟାଂଶରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛନ୍ତି। Read More >
ନ୍ୟୁଜିଲାଣ୍ଡରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ଅଣ୍ଟାରେ ଅସ୍ତ୍ରୋପଚାର (ସର୍ଜରି) ଶେଷ ହେବା ପରେ ଏବେ ଯନ୍ତ୍ରଣା ଲାଘବ ହେଲାଣି। Read More >
ଆର୍ଜେଣ୍ଟିନା କିଂବଦନ୍ତି ଫୁଟ୍ବଲର ଡିଏଗୋ ମାରାଡୋନାଙ୍କ ପଥେପଥେ ଲିଓନେଲ୍ ମେସି ନିଜ ଦେଶ ପାଇଁ ଗୌରବ ଆଣିଛନ୍ତି। Read More >
ବିଶ୍ୱ ଦେଖିଲା ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ । ଝଲସିଲା ବାରବାଟୀ ଆଉ ଝୁମିଲେ ଦର୍ଶକ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲକିଥିଲା ବାରବାଟୀ ଷ୍ଟାଡିଅମ | Read More >
ହକି ବିଶ୍ୱକପ 2023 ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ | ଆସନ୍ତା ଜାନୁଆରୀ ୧୩ ତାରିଖରେ ଅନୁଷ୍ଠିତ ହେବ ହକି ବିଶ୍ୱକପ । ଏଥିପାଇଁ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ଏୟାରପୋର୍ଟ ଅଥରିଟି । Read More >
କୋରାପୁଟ ଜିଲ୍ଲାର ସୁଦୂର ଚିନ୍ତାଗୁଡା ଗାଁର ଏହି 17 ବର୍ଷର ବାଳିକା ଜାଣି ନଥିଲେ ଯେ କରୋନା ସମୟରେ ସେ ଗାଇଥିବା ଏକ ଗୀତର ଭିଡିଓ ତାଙ୍କୁ ଦିନେ ବିଶ୍ୱ ମଞ୍ଚରେ ଓଡିଶାର ପ୍ରତିନିଧିତ୍ୱ କରିବାର ସୁଯୋଗ ଦେବ Read More >
ମୁଁହରେ ସ୍ପ୍ରେ କରି ଦୋକାନୀଙ୍କୁ ଲୁଟିଲେ ଲୁଟେରା
ୟୁପିରେ ହାଇଆର୍ଲଟ :ସାରା ରାଜ୍ୟରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ମୁତୟନ
ଭୟ ବଢ଼ାଉଛି ହାତୀ ଆକ୍ରମଣ
ପଶ୍ଚିମ ଦ୍ବାରରେ ପ୍ରବଳ ଭିଡ