ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଭୁବନେଶ୍ୱରରେ ସ୍ଥିତ ବାଟୋଇ ସିଷ୍ଟମ୍ସ (ବାଟୋଇ) ମଧ୍ୟରେ ଶନିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । Read More >
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ପ୍ରତିଷ୍ଠିତ ହୋଇଥିବା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (ଶୀତଳାପଲ୍ଲୀ କ୍ୟାମ୍ପସ୍) ଠାରେ ଗୁରୁବାର ଠାରୁ ଡାଏଲିସିସ୍ ଚିକିତ୍ସା ଆରମ୍ଭ ହୋଇଛି। Read More >
ଦିନକୁ ଦିନ ରେକର୍ଡ କରୁଛି ତାପମାତ୍ରା। ଉପର ମୁହାଁ ହେଉଛି ପାରଦ ।ଗତକାଲି ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରୀ ସେଲସିୟସ ଥିବା ବେଳେ ଆଜି ୪୫ ଡିଗ୍ରୀ ଟପିଛି। ଆଜି ବୌଦ୍ଧ ଓ ବାରିପଦାରେ ତାତି ୪୫ ଡିଗ୍ରୀ ଟପିଛି। Read More >
ରାସ୍ତାରେ ଓଲଟିଲା ଅଟୋ । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଅଟୋ । ଏଭଳି ଦୁର୍ଘଟଣାରେ ୪ ଜଣ ଲୋକ ଗୁରୁତର ହୋଇଯାଇଛନ୍ତି । Read More >
କାଳବୈଶାଖୀ ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। କାଳବୈଶାଖୀ ଓ ବଜ୍ରପାତ ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। Read More >
ବାଉଁଶ ବୁଦା ମୂଳରୁ ବାହାରିଲା ବିଶାଳକାୟ ଅଜଗର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମଧୁପୁର ଗ୍ରାମରୁ ଉଦ୍ଧାର ହୋଇଛି ପାଖାପାଖି ୧୨ ଫୁଟ ୬ ଇଞ୍ଚ ଲମ୍ବର ଅଜଗର । Read More >
ବଲାଙ୍ଗୀର ପାଇଁ ଗର୍ବ ଓ ଗୌରବ ସାଇରାଜ ମିଶ୍ର । ପ୍ରକାଶ ପାଇଛି ୟୁପିଏସସିର ଫଳାଫଳ । ଦେଶରେ ଲକ୍ଷାଧିକ ଛାତ୍ର ୟୁପିଏସସି ପରୀକ୍ଷା ଦେଇଥିଲେ । Read More >
ଝାରସୁଗୁଡା ଡଙ୍ଗାବୁଡ଼ି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ Read More >
ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଆଉ ଅସହ୍ୟ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏବେ ଓଡିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । Read More >
ଯାଜପୁର ଯୋଡକିଆ ନିକଟ ଖରସ୍ରୋତା ନଦୀରେ ବଡ ଅଘଟଣ ଦେଖିବାକୁ ମିଳିଛି । ନଦୀରେ ଗାଧୋଉଥିବା ବେଳେ ଭାସିଯାଇ ଦୁଇ ଭାଇ ନିଖୋଜ ହୋଇଯାଇଛନ୍ତି । Read More >
ଗରମରୁ ମିଳିବ ମୁକ୍ତି । ଆଉ ଡଉଟି କଲାବେଳେ ଲାଗିବନି ଗରମ । ତେବେ ରାଜଧନୀରେ ସକାଳ 7ଟାରୁ ଯେଉଁ ଭିଳି ଖରା ଦିନ ସାରା ଲାଗି ରହୁଛି ତାହା ଆପଣ ମାନଙ୍କୁ ବେଶ ଭଲ ଭାବରେ ଜଣା । ତେବେ ଗୁଜୁରାଟ ପରେ ଏବେ ଭୁବନେଶ୍ୱରରେ ଟ୍ରାଫିକ ପୋଲିସ ମୁଣ୍ଡରେ AC ହେଲମେଟ୍ ଲଗାଇବେ । Read More >
ଦିନକୁ ଦିନ ରାଜ୍ୟରେ ବାଘ ଆତଙ୍କ ବଢ଼ିବାରେ ଲାଗିଛି । କେତେବେଳେ ବାଘ ଗାଁ ଭିତରକୁ ପଶି ଆସୁଛନ୍ତି ତ ପୁଣି କେତେବେଳେ ଗୃହପାଳିତ ପଶୁଙ୍କୁ ଶିକାର କରୁଛନ୍ତି Read More >
ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ ବାଟୋଇ ସିଷ୍ଟମ୍ସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଶୀତଳାପଲ୍ଲୀ ସମ୍ ହସ୍ପିଟାଲରେ ଆରମ୍ଭ ହେଲା ଡାଏଲିସିସ୍ ସେବା
ପ୍ରଚଣ୍ଡ ଖରା : ୪୫ ଡିଗ୍ରୀ ଟପିଲା ତାତି
ରାସ୍ତାରେ ଓଲଟିଲା ଅଟୋ