କାଳବୈଶାଖୀ ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। କାଳବୈଶାଖୀ ଓ ବଜ୍ରପାତ ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। Read More >
ବାଉଁଶ ବୁଦା ମୂଳରୁ ବାହାରିଲା ବିଶାଳକାୟ ଅଜଗର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମଧୁପୁର ଗ୍ରାମରୁ ଉଦ୍ଧାର ହୋଇଛି ପାଖାପାଖି ୧୨ ଫୁଟ ୬ ଇଞ୍ଚ ଲମ୍ବର ଅଜଗର । Read More >
ବଲାଙ୍ଗୀର ପାଇଁ ଗର୍ବ ଓ ଗୌରବ ସାଇରାଜ ମିଶ୍ର । ପ୍ରକାଶ ପାଇଛି ୟୁପିଏସସିର ଫଳାଫଳ । ଦେଶରେ ଲକ୍ଷାଧିକ ଛାତ୍ର ୟୁପିଏସସି ପରୀକ୍ଷା ଦେଇଥିଲେ । Read More >
ଝାରସୁଗୁଡା ଡଙ୍ଗାବୁଡ଼ି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ Read More >
ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଆଉ ଅସହ୍ୟ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏବେ ଓଡିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । Read More >
ଯାଜପୁର ଯୋଡକିଆ ନିକଟ ଖରସ୍ରୋତା ନଦୀରେ ବଡ ଅଘଟଣ ଦେଖିବାକୁ ମିଳିଛି । ନଦୀରେ ଗାଧୋଉଥିବା ବେଳେ ଭାସିଯାଇ ଦୁଇ ଭାଇ ନିଖୋଜ ହୋଇଯାଇଛନ୍ତି । Read More >
ଗରମରୁ ମିଳିବ ମୁକ୍ତି । ଆଉ ଡଉଟି କଲାବେଳେ ଲାଗିବନି ଗରମ । ତେବେ ରାଜଧନୀରେ ସକାଳ 7ଟାରୁ ଯେଉଁ ଭିଳି ଖରା ଦିନ ସାରା ଲାଗି ରହୁଛି ତାହା ଆପଣ ମାନଙ୍କୁ ବେଶ ଭଲ ଭାବରେ ଜଣା । ତେବେ ଗୁଜୁରାଟ ପରେ ଏବେ ଭୁବନେଶ୍ୱରରେ ଟ୍ରାଫିକ ପୋଲିସ ମୁଣ୍ଡରେ AC ହେଲମେଟ୍ ଲଗାଇବେ । Read More >
ଦିନକୁ ଦିନ ରାଜ୍ୟରେ ବାଘ ଆତଙ୍କ ବଢ଼ିବାରେ ଲାଗିଛି । କେତେବେଳେ ବାଘ ଗାଁ ଭିତରକୁ ପଶି ଆସୁଛନ୍ତି ତ ପୁଣି କେତେବେଳେ ଗୃହପାଳିତ ପଶୁଙ୍କୁ ଶିକାର କରୁଛନ୍ତି Read More >
କୋରାପୁଟ ସହରରେ ବୁଲୁଛି ଭାଲୁ । ଆଜି ଭୋର ସମୟରେ ଉପଖଣ୍ଡ ଡାକଘର ନିକଟରେ ଏକ ଭାଲୁ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । Read More >
ସୁନ୍ଦରଗଡରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି । ଗତ ଦୁଇଦିନ ହେବ ସୁନ୍ଦରଗଡର କୁତ୍ରା ବ୍ଲକ ଅନ୍ତର୍ଗତ ନୂଆଗାଁ, ଜଉରାମୁଣ୍ଡା, ପଂଚରା,ଏଲଗା,ପଂଗନିଆବାହାଲ ଏବଂ ଝରେନ ଗାଁରେ ଅନେକ ଲୋକ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଆସୁଛନ୍ତି । Read More >
ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ- ଛତ୍ରଙ୍ଗ ପୂର୍ତ ବିଭାଗ ରାସ୍ତାର ଅଯୋଧ୍ୟା ନିକଟରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ଘଟିଛି। ଏଥିରେ ୪ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟରେ ଏକ ଯାତ୍ରୀବାହୀ ଅଟୋ ଚାରିଛକରୁ କୁଶାସିଙ୍ଗା ଅଭିମୁଖେ ଯାଉଥିଲା। Read More >
କିଏ ଜାଣିଥିଲା ଟିକେ ଜିଦି କରିଦେବ ଦୁଇ ଭଉଣୀଙ୍କୁ ଅନାଥ କରିଦେବ । ବ୍ରିଜ ଉପରେ ଠିଆ ହୋଇ ମହାନଦୀରେ ପାଣି ଦେଖି ଖୁସି ହେଉଥିଲେ ଦୁଇ ଭଉଣୀ ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିଲାନି ସେମାନଙ୍କ ଖୁସି। Read More >
କାଳବୈଶାଖୀ ଓ ବଜ୍ରପାତ ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ବାଉଁଶ ବୁଦା ମୂଳରୁ ବାହାରିଲା ବିଶାଳକାୟ ଅଜଗର
ବଲାଙ୍ଗୀର ପାଇଁ ଗର୍ବ ଓ ଗୌରବ ସାଇରାଜ ମିଶ୍ର
ମହାନଦୀ ଟ୍ରାଜେଡ଼ି : ଶୋକପ୍ରକାଶ କଲେ ରାଷ୍ଟ୍ରପତି