କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ମିଳିଛି ଜାମିନ । ଓଆରଏଚଡିସି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି । Read More >
ସ୍କୁଲ ଖୋଲିବା ଦାବିରେ ବିଇଓ ଅଫିସ ଘେରାଉ କଲେ ଅଭିଭାବକ। ତେବେ ଅଭିଭାବକମାନେ ଦୀର୍ଘ ଘଣ୍ଟା ଧରି ବିଇଓ ଅଫିସ ଆଗରେ ଧାରଣା ଦେଇଥିଲେ। Read More >
ସୁନା ମୂଲ୍ୟରେ ଦିନକୁ ଦିନକୁ ପରିବର୍ତ୍ତନ ଦେଖିବାକୁ ମିଳୁଛି । କେବେ କେବେ ବଢିଯାଉଛି ତ କେବେ କେବେ ବଢିଯାଉଛି । ତେବେ ଆଜି ସୁନା ଦର କେତେ ଅଛି ଆସନ୍ତୁ ଜାଣିବା । ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ସୁନା ପିଛା ୭୨,୧୬୦ ଟଙ୍କା ରହିଛି । ଆଗକୁ ଆସୁଛି ବିବାହ ଋତୁ । Read More >
ରାମଲୀଳାରେ ଶ୍ରୀରାମ ଗଲେ ବନବାସ । ରାମଲୀଳାରେ କମ୍ପିଉଠୁଛି ବଲାଙ୍ଗୀର । ରାମାୟଣର କିଛି ଦୃଶ୍ୟ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଁଚୁଛି । ଯାହା ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି । ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳାର ଚତୁର୍ଥ ରଜନୀରେ ପ୍ରଦର୍ଶିତ ହୋଇଛି ରାମ ବନବାସ । କରୁଣ ରସରେ ଭରପୂର ରାମାୟଣର ରାମ ବନବାସ ଦୃଶ୍ୟ ହଜାର ହଜାର ଦର୍ଶକଙ୍କୁ ସ୍ତବ୍ଧ କରି ପକାଇଥିବା ଦେଖିବାକୁ ମିଳିଛି । Read More >
୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଇଛି ନାମାଙ୍କନ ପ୍ରକ୍ରିୟା । ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବା ମଧ୍ୟ ଆରମ୍ଭ କରିସାରିଛନ୍ତି । Read More >
ବୌଦ୍ଧ ସହରର ମହାନଦୀ ମଧ୍ୟସ୍ଥ ସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l Read More >
ଆଜି ପ୍ରବିତ୍ର ଚୈତ୍ର ପୂର୍ଣ୍ଣିମା । ଭାରତର ସଂସ୍କୃତି ଓ ପରମ୍ପରାରେ ଚୈତ୍ର ପୂର୍ଣ୍ଣମୀ ଦିନଟିକୁ ପବିତ୍ର ବୋଲି ବିବେଚନା କରାଯାଇଥାଏ । ଓଡ଼ିଶାରେ ବିଭିନ୍ନ ପର୍ବ ପାଳନ କରାଯାଉଥିଲାବେଳେ ଏହି ପର୍ବ ଓଡ଼ିଶାର ଏକ ଗଣପର୍ବ । Read More >
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆସନ୍ତା ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମଣିଷଙ୍କ ପରି ମହାପ୍ରଭୁ ମଧ୍ୟ ଶ୍ରୀ ଅଙ୍ଗରେ ଚନ୍ଦନ ଲଗାଇ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରିଡା କରିବେ । Read More >
ବାପା ସାଜିଲା ପିଶାଚ ମାତ୍ର ଶହେ ଟଙ୍କା ପାଇଁ ପୁଅକୁ ହାଣିଲା। ପୁଅ ଶୋଇଥିବା ବେଳେ କଟୁରୀରେ ହାଣି ଏପରି ନୃସଂଶତା ଘଟାଇଛି ବାପା। Read More >
ଜାତୀୟ ରାଜପଥରେ ଲୁଟ ଉଦ୍ୟମ । ମାତିଛନ୍ତି ଲୁଟେରା । ଆତଙ୍କ ଖେଳାଇଛି କଳା ପଲ୍ସର୍ । ମହିଳାଙ୍କୁ ଗୁଳିମାଡ କରି ବେକରୁ ସୁନା ଚେନ ଲୁଟ ଉଦ୍ୟମ । Read More >
ସାମାନ୍ୟ ବଚସା ଯୋଗୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୁତ୍ତ । ପ୍ରଥମେ ଜୀବନରୁ ମାରିଦେବାକୁ ଧମକ ଦେଲେ । ଏହାପରେ ରାତିରେ ଆକ୍ରମଣ କଲେ । ଥମୁନି ହିଂସାକାଣ୍ଡ । Read More >
ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହିତ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି। Read More >
ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍
BEO ଅଫିସ ଘେରାଉ କଲେ ଅଭିଭାବକ
ଆଜି ସୁନା ଦର କେତେ ଅଛି ଆସନ୍ତୁ ଜାଣିବା
ଟ୍ରକ୍କୁ ଧକ୍କା ଦେଲା ବସ୍ : ୪ ମୃତ