ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଗୁରାଣ୍ଡି ଥାନା ଅନ୍ତର୍ଗତ ବାଟସିରିପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବିବାହର ଏକ ମାସ ପରେ ଯୁବକକୁ ତଣ୍ଟି କାଟି ହତ୍ୟା କରିଛି ଦୃର୍ବୁତ୍ତ । ଏପରି ଏକ ହୃଦୟବିଦାରକ ଘଟଣା ପରେ ପରିବାରରେ ଦୁଃଖର ପାହାଡ଼ ଲଦି ହୋଇପଡିଛି । ଏହି ଘଟଣାରେ ପରିବାର ସହିତ ସ୍ଥାନୀୟ ଅଂଚଳ କାନ୍ଦ ବୋବାଳିରେ ଫାଟି ପଡୁଛି
Read More >