ଆମେ ପ୍ରତେକ ଦିନ ଦେଖୁଛି ହାତୀ ପାଇଁ ଜୀବନ ଯାଉଛି ତ କୋତେବେଳେ ବାଘ ପାଇଁ ଯାଉଛି । ଆମେ ପ୍ରତିଦିନ ଦେଖୁଛେ କାହା ନା କାହା ପାଇଁ ଜୀବନ ଯାଉଛି । ତେବେ ଏହି ପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଳା ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜ ଟାଲଗାଁରେ । ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ ଘଟିଛି ।
Read More >