ଗତ କାଲି ବିଜେଡିର ପାର୍ଥି ତାଲିକା ଘୋଷଣା ହୋଇଛି । ତାଲିକା ଘୋଷଣା ପାଇବା ପରେ ବିଜେଡି ଦଳରେ ଫାଟ ପଡିବା ଆରମ୍ଭ ହୋଇଗଲାଣି । ଅନେକ ସ୍ଥାନରେ ଗୋଷ୍ଟି କନ୍ଦଳ ଦେଖିବାକୁ ମିଳୁଥିବାବେଳେ ରାୟଗଡ଼ା ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜେଡି ନେତ୍ରୀ ସୁଜାତା ପାଲ । ଏହି ସମୟରେ ରାୟଗଡାର ୨୧ ଜଣ କାଉନସିଲର ଇସ୍ତଫା ପତ୍ର ଦେଇଥିବା ଖବର ସାମ୍ନାକୁ ଆସୁଛି ।
Read More >