ରାଜ୍ୟସରକାରଙ୍କ ବଡ଼ ନିଷ୍ପତି, ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ସୃଷ୍ଟି ହେବନି କୌଣସି ନୂଆ ସରକାରୀ ଚାକିରୀ
Khabar Odisha:no-government-job-next-two-years
ଭୁବନେଶ୍ୱର, ଜୁଲାଇ ୦୭ (ଖବର ଓଡ଼ିଶା):

କରୋନା ଯୋଗୁଁ ଆର୍ଥିକ ସଂକଟ ଦୃଷ୍ଟିରୁ ସରକାରଙ୍କ ପଦକ୍ଷେପ: ସବୁ ବିଭାଗକୁ ଚିଠି ଲେଖିଲେ ପ୍ରମୁଖ ସଚିବ ଅଶୋକ ମୀନା; କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ, କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପୋଷ୍ଟ ବାହାରିବ, ଆସନ୍ତା ୨ ବର୍ଷ ମଧ୍ୟରେ କୌଣସି ବିଭାଗ ନୂଆ ଗାଡ଼ି କିଣିପାରିବେନି।

  • Tags:

Subscribe

National International State Sports Entertainment