ପୁଣି ବଲାଙ୍ଗିରରୁ କଂଗ୍ରେସକୁ ବଡ଼ ଝଟ୍କା। କଂଗ୍ରେସ ଦଳ ଛାଡ଼ିଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ, ଏଆଇସିସି ମେମ୍ବର ତଥା ପିପିସି ମେମ୍ବର ବିଧୁଭୂଷଣ ତ୍ରିପାଠୀ। କାଲି ଅପରାହ୍ନରେ ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର କରି ସେ ଦଳ ଛାଡିଥିବା ନେଇ ଘୋଷଣା କରିଛନ୍ତି।
Read More >