ଚାଲିଛି ଫଗୁ ଉତ୍ସବ । ରଙ୍ଗର ପର୍ବରେ ଜମୁଛି ଗାଁ ଗାଁ ରେ ଲଉଡି ଖେଳ । ଭାଇଚାରାର ପର୍ବ ପାଳୁଛନ୍ତି ଗୋପାଳ ସମ୍ପ୍ରଦାୟ । ଫଗୁ ଉତ୍ସବ ଅବସରରେ ଲଉଡ଼ିଖେଳରେ ମଜ୍ଜି ଯାଇଛନ୍ତି ଗୋପାଳ ସମ୍ପ୍ରଦାୟ । ରଙ୍ଗର ପର୍ବ ହୋଲିକୁ ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ଆନନ୍ଦ ଓ ଭାତୃତ୍ବର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି ।
Read More >