ଶ୍ରୀରାମ ନବମୀରେ ବଲାଙ୍ଗିର ସହର ଉତ୍ସବମୁଖର ହୋଇ ଉଠିଥିଲା । ବଲାଙ୍ଗିର ଡେଲିମାର୍କେଟ୍ ସ୍ଥିତ ଶ୍ରୀରାମ ମନ୍ଦିରରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଜୟ ଶ୍ରୀରାମ, ହରିବୋଲ, ହୁଳହୁଳିରେ ଖୁବ୍ ଉଲ୍ଲସିତ ଭକ୍ତଙ୍କ ବିପୁଳ ସାମାଗମ ହୋଇଥିଲାବେଳେ ଧୂପ, ଦୀପ, ନୈବେଦ୍ୟ ସହ ଭକ୍ତମାନେ ମନ୍ଦିରରେ ପହଂଚି ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ କାମନା କରିଥିଲେ ।
Read More >