ସମ ହସ୍ପିଟାଲର ହେମାଟୋଲୋଜି ବିଭାଗକୁ ମିଳିଲା ସଫଳତା । ପ୍ରଥମ ଥର ପାଇଁ ଓଡିଶାରେ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଏବଂ ସମ ହସ୍ପିଟାଲର କ୍ଲିନିକାଲ୍ ହେମାଟୋଲୋଜି ବିଭାଗ ଆକ୍ୟୁଟ୍ ମାଇଲୋଏଡ୍ ଲ୍ୟୁକେମିଆ (ଏମ୍ଏଲ୍) ରେ ପୀଡିତ ଜଣେ ମହିଳା ରୋଗୀଙ୍କ ଉପରେ ହାପ୍ଲୋଏଡେଣ୍ଟାଲ୍ ହେମାଟୋପିଏଟିକ୍ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟେସନ୍ (HSCT) ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି ।
Read More >