ସମ୍ବଲପୁର: କଫ୍ ସିରଫ୍ ରାକେଟ ଠାବ , ୭ ଗିରଫ
Khabar Odisha:State-Odisha-Cough-syrup-Racket-Busted-7-arrest
ସମ୍ବଲପୁର, ଫେବୃଆରୀ ୨୦(ଖବର ଓଡ଼ିଶା):

ସମ୍ବଲପୁର ପୋଲିସ ସ୍ପେଶାଲ ଟାକ୍ସ ଫୋର୍ସ ହାତରେ କଫ୍ ସିରଫ୍ ରାକେଟ ଠାବ । ୬୦୪ ବୋତଲ କଫ୍ ସିରପ ସହ ୭ଜଣଙ୍କୁ ଗିରଫ କଲା ପୋଲିସ ।

ସମ୍ବଲପୁରରେ କାୟା ବିସ୍ତାର କରିଛି କଫ୍ ସିରପ କାରବାର । କଫ୍ ସିରଫ୍ ରାକେଟକୁ ଧରିବାକୁ ଜାଲ ବିଛାଇଛି ସମ୍ବଲପୁର ପୋଲିସ ସ୍ପେଶାଲ ଟାକ୍ସ ଫୋର୍ସ । ବିଭିନ୍ନ ଜାଗାରେ ଚଢାଉ କରି କଫ୍ ସିରପ୍ ରାକେଟକୁ ଧରିଛି । ବିଭିନ୍ନ ଜାଗାରେ ରେଡ଼ କରି ୬୦୪ ବୋତଲ କଫ୍ ସିରପ ଜବତ କରିଛି ପୋଲିସ ସ୍ପେଶାଲ ଟାକ୍ସ ଫୋର୍ସ । ଏହା ସହ କଫ୍ ସିରପ କାରବାରରେ ସମ୍ପୃକ୍ତ ଥିବା ୭ଜଣଙ୍କୁ ପୋଲିସ ଗିରଫ କରିଛି ।

  • Tags:

Subscribe

National International State Sports Entertainment