କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଆଙ୍ଗୁଲାଇ ବଜାରରେ ଫଳ ଦୋକାନ ଭିତରକୁ ମାଡ଼ିଗଲା ଫ୍ଲାଇଂ ସ୍କ୍ୱାର୍ଡ ଗାଡ଼ି। ତେବେ ଏହି ଦୁର୍ଘଟଣାରୁ ଫଳ ଦୋକାନଟି ସମ୍ପୂର୍ଣ ଭଗି ଯାଇଥିବା ବେଳେ ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। Read More >
ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା। ଝାରସୁଗୁଡ଼ା ବିମାନବନ୍ଦରରେ ଅପରାହ୍ଣ ସାଢ଼େ ୩ଟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପହଞ୍ଚିବା ପରେ ସୋନପୁର ଯାଇ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ। Read More >
ବାରମ୍ବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଛି ସଡକ ଦୁର୍ଘଟଣା। ଫଳରେ ଅନେକ ନିରୀହ ଜୀବନ ମଧ୍ୟ ଚାଲିଯାଉଛି। ସେହିଭଳି ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଛି। Read More >
ଆଜି ବସିବ ଛତିଶା ନିଯୋଗ ବୈଠକ । ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଅପରାହ୍ନ ୫ଟା ସମୟରେ ବୈଠକ ବସିବ ପାଇଁ ସ୍ଥିର କରାଯାଇଛି । Read More >
ନିର୍ବାଚନ ପାଇଁ ମନିଟରିଂ ନିୟମାବଳୀ ସଂପର୍କିତ ବୈଠକ । ପାଖେଇ ଆସିଲାଣି ନିର୍ବାଚନ ସେଥିପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଅପ୍ରେଲ ୨୩ ତାରିଖ ମଙ୍ଗଳବାର ଦିନ ସ୍ୱୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟିରିଂ ନିୟମାବଳୀ ସଂପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । Read More >
କୋରପୁଟ ଜିଲ୍ଲା ଜୟପୁର ପୁରୁଣା ମେଡିକାଲ ଛକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଭିତରୁ ଅଧାପୋଡା ଅବସ୍ଥାରେ ଜଣେ ଚା ଦୋକାନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ତାମ୍ବି ଆୟାର ବୋଲି ଜଣାପଡିଛି । ସୂଚନା ଅନୁସାରେ ତାମ୍ବି ତାୟାର ଜୟପୁର ପୁରୁଣା ଛକରେ ଏକ ଚା ଦୋକାନ କରିଥିଲେ । Read More >
ବାକି ଟଙ୍କା ମାଗିବାରୁ ଜାଳିଦେଲେ ଦୋକାନ। ନିଆଁରେ ପରିମାଣ ଏତେ ଅଧିକା ଥିଲା ଯେ ଦୋକାନ ଘରଟି ସମ୍ପୂର୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। Read More >
ପୋଲିସ ଗାଡ଼ିରୁ ହଟିବ ହଳଦିଆ ଲାଇଟ । ପୋଲିସ ଗାଡ଼ିରେ ଆଉ ଲାଗିବନି ହଳଦିଆ ରଙ୍ଗର ସାଇରନ ଲାଇଟ । Read More >
ସୀମାନ୍ତ ଅଞ୍ଚଳରେ କାରରୁ ଜବତ ହେଲା ପ୍ରାୟ ୩୦ ଲକ୍ଷ ଟଙ୍କା । ପୋଲିସ ଉକ୍ତ କାରକୁ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା Read More >
ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଏବଂ ଦକ୍ଷତା, ବିକାଶ, ଉଦ୍ଯମତା ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ଲୌହ ଏବଂ ଇସ୍ପାତ କ୍ଷେତ୍ରିୟ ଦକ୍ଷତା ପରିଷଦ ମଧ୍ଯରେ ଏପ୍ରିଲ ୨୩ ତାରିଖରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଯାଇଛି। Read More >
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ନିଆଁ ଲଗାଇଲେ ଦୁର୍ବୁତ୍ତ । ଏହି ଭଳି ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି ନିଆଳି ତାମ୍ପଡା ରଘୁନାଥପୁର ଗାଁରେ। କିଛି ଦୁର୍ବୁତ୍ତ ଗାଁରେ ଜଣଙ୍କ ଘର କାନ୍ଥ ଭାଙ୍ଗି ପଶିବା ପରେ ଘରେ ନିଆଁ ଲଗାଇଦେଇଛନ୍ତି। Read More >
ମା ସରଣି ପାଟ ଠାକୁରାଣୀ ତାଙ୍କର ମହିମା କାହିଁ କେତେ ଦୂର କୋଷ । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବିଯେନଗର ଗ୍ରାମରେ ମାଁଙ୍କ ଆସ୍ଥାନ। ଆରମ୍ଭ ହୋଇଯାଇଛି ମାଁଙ୍କର ଚଇତ୍ର ମାସ ଶୁକ୍ଲ ପକ୍ଷ ତିଥି ପୂର୍ଣ୍ଣିମା । ତେବେ ଏହି ଠାକୁରାଣୀ ଯାତ୍ରା ତିନି ଦିନ ଧରି ଚାଲିବ । Read More >
ଦୋକାନ ଭିତରକୁ ମାଡିଗଲା ଗାଡି
ଆସନ୍ତାକାଲି ଓଡ଼ିଶା ଆସିବେ ଅମିତ ଶାହା
ଅନ୍ଲାଇନ୍ ପେମେଣ୍ଟ ଉପରେ ନିର୍ବାଚନ ଆୟୋଗଙ୍କ ନଜର
ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍