କିଏ ଜାଣିଥିଲା ଟିକେ ଜିଦି କରିଦେବ ଦୁଇ ଭଉଣୀଙ୍କୁ ଅନାଥ କରିଦେବ । ବ୍ରିଜ ଉପରେ ଠିଆ ହୋଇ ମହାନଦୀରେ ପାଣି ଦେଖି ଖୁସି ହେଉଥିଲେ ଦୁଇ ଭଉଣୀ ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିଲାନି ସେମାନଙ୍କ ଖୁସି। Read More >
ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଆଉ ଅସହ୍ୟ ତାପମାତ୍ରାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଏହାରି ଭିତରେ ଶୁକ୍ରବାର ଦେଓଗଡ ଜିଲ୍ଲାର ହ୍ରାହୁଣୀ ପାଲି ପଂଚାୟତ କଣ୍ଟା ବାହାଲ ଗ୍ରାମର ଲିଙ୍ଗ ନେହେରା ନାମକ ଜଣେ ଯୁବକଙ୍କ ଅଂଶୁଘାତ ରେ ମୃତ୍ୟୁ ହୋଇଥିବା ଜଣାପଡିଛି । Read More >
କୁକୁର କାମୁଡ଼ାରେ ଚାଲିଗଲା ନାବାଳିକାଙ୍କ ଜୀବନ । ଏହି ଘଟଣା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ନାବାଳିକାଙ୍କୁ କୁକୁର କାମୁଡିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ହେଲେ ସେଠାରେ ସଠିକ ଭାବେ ଚିକିତ୍ସା କରାନଯିବାରୁ ନାବାଳିକାଙ୍କ ମୃତ୍ୟୁ ହୋଇଛି । Read More >
ଜଣ୍ଡିସରେ ଆକ୍ରାନ୍ତ ହେଲେ ଯାନ୍ତ୍ରୀକ ମହାବିଦ୍ୟାଳୟର ଛାତ୍ର । ଛାତ୍ରାବାସରେ ବ୍ୟାପି ଚାଲିଛି ଜଣ୍ଡିସ । ଭୟଭୀତ ହୋଇପଡିଛନ୍ତି ଯାନ୍ତ୍ରୀକ ମହାବିଦ୍ୟାଳୟର ଛାତ୍ର । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝରରୁ । Read More >
ରାୟଗଡ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ମନ୍ଦିରରେ ଗତକାଲିଠାରୁ ମାଆଙ୍କ ଝାମୁ ଯାତ୍ରା ବା ଚୈତ୍ର ଯାତ୍ରା ଆରମ୍ଭ ହୋଇଯାଇଛି । ଗତକାଲିଠାରୁ ମାଆଙ୍କ ପାଦ ଆସିବା ପରଠାରୁ ସମ୍ମୁଖ ମଣ୍ଡପରେ ଚଣ୍ଡୀ ପାଠ ଚାଲିଛି । ବ୍ରହ୍ମପୁରର ପ୍ରଖ୍ୟାତ ପଣ୍ଡିତ ନୀଳମାଧବ ତ୍ରିପାଠୀଙ୍କ ଦ୍ବାରା ଆରମ୍ଭ ହୋଇଛି ଚଣ୍ଡୀ ପାଠ। Read More >
ମତୁଆଲ ଯୁବକଙ୍କ ଉନ୍ମୁକ୍ତ କାଣ୍ତ । ଦୋକାନୀକୁ ଟାଙ୍ଗିଆରେ ହାଣିଲା ଦୁର୍ବୁତ୍ତ Read More >
ବଲାଙ୍ଗିର ଜଗନ୍ନାଥପଡ଼ାରେ ଆରମ୍ଭ ହେଲା ରାମଲୀଳା । ଖୁବ୍ ଉତ୍ସାହର ସହ କଳାକାରମାନେ ନୀତି ପରମ୍ପରା ଅବଲମ୍ବନ କରି ଗତ ରାତିରୁ ରାମଲୀଳା ଅଭିନୟ ଆରମ୍ଭ କରିଛନ୍ତି । ଆଗାମୀ ୨୧ ଦିନ ଧରି ରାମଜୀ ନାଟ୍ୟ ସଂସଦ ପଖ୍ୟରୁ ଜଗନ୍ନାଥପଡ଼ା ନାଟ୍ୟ ମଣ୍ଡପରେ ରାତି ୧୦ଟାରୁ ୧ଟା ପର୍ୟ୍ୟନ୍ତ ରାମଲୀଳା ମଂଚସ୍ଥ ହେବ ବୋଲି ସଭାପତି ବାସୁଦେବ ବେହେରା କହିଛନ୍ତି । Read More >
କମ୍ବିଂ ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଲା ସଫଳତା । ମାଓ କ୍ୟାମ୍ପ ଧ୍ବଂସ କଲେ ସୁରକ୍ଷାକର୍ମୀ । ସୂଚନା ଅନୁସାରେ, ରାଉରକେଲାର ସୀମାବର୍ତ୍ତୀ ଅଞ୍ଚଳ ସୋନୁଆ ଥାନା କେରାବୀର ଜଙ୍ଗଲରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ମାଓ କ୍ୟାମ୍ପକୁ ଧ୍ବଂସ କରିଛନ୍ତି Read More >
ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଅର୍ଜୁନ ତ୍ରିପାଠୀ ବିଜେପିରେ ସାମିଲ ହେବା ପରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ନବରଙ୍ଗପୁରରେ ପହଞ୍ଚିବା ପରେ ଜିଲ୍ଲା ବିଜେପି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଏକ ବିଶାଳ ବାଇକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । Read More >
ଆଜି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବଡ଼ଚଣା ଆସନରେ ସରପ୍ରାଇଜ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । Read More >
ଝିଅ ଘରୁ ଫେରୁଥିବା ସମୟରେ ଅଜଣା ଗାଡି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଏପରି ଏକ ଦୁର୍ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସ୍ଥିତ ମୁଣ୍ଡେଇଲୋ ଛକ ନିକଟରେ ଘଟିଛି Read More >
ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ରାଜନୀତି ଓ ସାଧାରଣ ପ୍ରଶାସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ରଜତ କୁଜୁର । କୁଳପତିଙ୍କ ନିର୍ଦ୍ଦେଶରେ କୁଳ ସଚିବ ତାଙ୍କୁ ନିଲମ୍ବନ କରିଛନ୍ତି ।ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ରାଜନୀତି ଓ ସାଧାରଣ ପ୍ରଶାସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ରଜତ କୁଜୁର । କୁଳପତିଙ୍କ ନିର୍ଦ୍ଦେଶରେ କୁଳ ସଚିବ ତାଙ୍କୁ ନିଲମ୍ବନ କରିଛନ୍ତି । Read More >
ଟିକିଏ ଜିଦି ଅନାଥ କରିଦେଲା ଦୁଇ ଭଉଣୀଙ୍କୁ , ଏକସଙ୍ଗେ ଚାଲିଗଲେ ବାପା ମାଆ
ଅଂଶୁଘାତ ନେଲା ୨ ଜୀବନ
କୁକୁର କାମୁଡ଼ାରେ ଚାଲିଗଲା ନାବାଳିକାଙ୍କ ଜୀବନ
ପାର୍କରେ ଛାତ୍ରଛାତ୍ରୀଙ୍କ ଉପରେ ଗୁଳିମାଡ