ଶିଳ୍ପ ସମୃଦ୍ଧ ସହର ବା କୋଇଲା ନଗରୀ ଭାବେ ବେଶ ଜଣାଶୁଣା ଝାରସୁଗୁଡା । ଝାରସୁଗୁଡାର ଅଧିଷ୍ଟାତ୍ରୀ ଦେବୀ ମା ରାମଚଣ୍ଡୀଙ୍କ ମନ୍ଦିରଙ୍କ ନାମରେ ବେଶ ପରିଚିତ । ଝାରସୁଗୁଡ଼ା ସହର ଠାରୁ ୩୦ କି.ମି. ଦୂରରେ ଥିବା ବ୍ରଜରାଜନଗର ସହର ନିକଟସ୍ଥ ଇବ ଓ ଭେଡ଼େନ ନଦୀର ମିଶ୍ରଣ ସ୍ଥଳରେ ଏକ ପ୍ରାକୃତିକ ଗୁମ୍ଫା ମଧ୍ୟରେ ରହିଅଛି ରାମଚ଼ଣ୍ଡୀ ମନ୍ଦିର । Read More >
ମିଲେଟର ପ୍ରଶଂସା ଏବେ ସାରା ରାଜ୍ୟରେ କରାଯାଉଛି । ୨୦୨୩କୁ ମିଲେଟ୍ ଅନ୍ତର୍ଜାତୀୟ ବର୍ଷ ଭାବେ ପାଳନ କରାଯାଇଥିଲା । ଏହି ଖାଦ୍ୟ ସାମଗ୍ରୀର ଚାହିଦା ଏବେ ଦ୍ରୁତଗତିରେ ବୃଦ୍ଧି ପାଇଛି । ଚାହିଦା ବଢ଼ିବା ସହ ଏହାର ଦରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ରାଗି ସମେତ ଅନ୍ୟ କିଛି ବର୍ଗର ମିଲେଟ ଦର ୧୬.୬% ବଢ଼ିଛି । Read More >
୪ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ । ବାଲିଗୁଡା ପୋଲିସକୁ ମିଳିଲା ବଡ ସଫଳତା । ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି କଲା ବାଲିଗୁଡା ପୋଲିସ । Read More >
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମା ଯାଜପୁର ଗାଁରେ ବହୁ ବର୍ଷ ଧରି ପୂଜା ପାଉଛନ୍ତି ମା' ନାକିଟିଭବାନୀ। ମା' ହେଉଛନ୍ତି ପ୍ରତ୍ୟେକ୍ଷ ଦେବୀ ଏବଂ ମା' ସଦାସର୍ବଦା ସମସ୍ତଙ୍କ ମଙ୍ଗଳ କରନ୍ତି। Read More >
ପୁରୀ ବେଳାଭୂମିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । Read More >
SCBରେ କାମ କରୁଥିବା ସମସ୍ତ ଡ଼ାକ୍ତରଙ୍କ ପାଇଁ ହେଲା କଡ଼ା ନିୟମ । ନିୟମ ଉଲଘଂନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି Read More >
ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ବଡ ଅଘଟଣ ଘଟିଯାଇଛି । ଏକ ହାଇୱା କୁ ବାଇକ ଧକ୍କା ଦେଇଛି । Read More >
କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ମିଳିଛି ଜାମିନ । ଓଆରଏଚଡିସି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି । Read More >
ସ୍କୁଲ ଖୋଲିବା ଦାବିରେ ବିଇଓ ଅଫିସ ଘେରାଉ କଲେ ଅଭିଭାବକ। ତେବେ ଅଭିଭାବକମାନେ ଦୀର୍ଘ ଘଣ୍ଟା ଧରି ବିଇଓ ଅଫିସ ଆଗରେ ଧାରଣା ଦେଇଥିଲେ। Read More >
ସୁନା ମୂଲ୍ୟରେ ଦିନକୁ ଦିନକୁ ପରିବର୍ତ୍ତନ ଦେଖିବାକୁ ମିଳୁଛି । କେବେ କେବେ ବଢିଯାଉଛି ତ କେବେ କେବେ ବଢିଯାଉଛି । ତେବେ ଆଜି ସୁନା ଦର କେତେ ଅଛି ଆସନ୍ତୁ ଜାଣିବା । ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ସୁନା ପିଛା ୭୨,୧୬୦ ଟଙ୍କା ରହିଛି । ଆଗକୁ ଆସୁଛି ବିବାହ ଋତୁ । Read More >
ରାମଲୀଳାରେ ଶ୍ରୀରାମ ଗଲେ ବନବାସ । ରାମଲୀଳାରେ କମ୍ପିଉଠୁଛି ବଲାଙ୍ଗୀର । ରାମାୟଣର କିଛି ଦୃଶ୍ୟ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଁଚୁଛି । ଯାହା ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି । ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳାର ଚତୁର୍ଥ ରଜନୀରେ ପ୍ରଦର୍ଶିତ ହୋଇଛି ରାମ ବନବାସ । କରୁଣ ରସରେ ଭରପୂର ରାମାୟଣର ରାମ ବନବାସ ଦୃଶ୍ୟ ହଜାର ହଜାର ଦର୍ଶକଙ୍କୁ ସ୍ତବ୍ଧ କରି ପକାଇଥିବା ଦେଖିବାକୁ ମିଳିଛି । Read More >
୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଇଛି ନାମାଙ୍କନ ପ୍ରକ୍ରିୟା । ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବା ମଧ୍ୟ ଆରମ୍ଭ କରିସାରିଛନ୍ତି । Read More >
ରାମଚଣ୍ତୀ ନାମର ରହସ୍ୟ କ’ଣ
୧୬.୬%କୁ ବଢିଲା ମିଲେଟ ଦର
୪ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ
ହନୁମାନ ସ୍ୱରୂପରେ ଦର୍ଶନ ଦେଲେ ବାବା ମହାକାଳ