କରୁଥିଲେ ବେଆଇନ ଗଞ୍ଜେଇ ଚାଲାଣ ମାଡି ବସିଲା ପୋଲିସ । ଗଞ୍ଜେଇ କାରବାର ଅଭିଯୋଗରେ 2 ଯୁବକକୁ ଗିରଫ କରିଛି ବରଗଡ ପୋଲିସ । ରେଲୱେ ଷ୍ଟେସନ ସମ୍ମୁଖରେ ଥିବା ବିଜୟ ହୋଟେଲର ରୁମ ନମ୍ବର 103 ରୁ ଏ ଯୁବକମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବ୍ୟାଗରେ ଥିବା 12 କେଜି ଗଞ୍ଜେଇ ଜବତ କରାଯାଇଛି ।
Read More >