ରଥଯାତ୍ରା ପାଇଁ ପୁରୀ ପ୍ରଶାସନର ବଡ଼ ବ୍ୟବସ୍ଥା: ବଡ଼ଦାଣ୍ଡ ଓ ଜାତୀୟ ରାଜପଥ ସଂଯୋଗୀ ପ୍ରମୁଖ ସ୍ଥାନରେ ଲାଗିବ ୬୫ଟି ମେଗା ଏଲଇଡି ଟିଭି। ଶ୍ରଦ୍ଧାଳୁ ଦେଖିପାରିବେ ରଥଯାତ୍ରାର ସିଧାପ୍ରସାରଣ। ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ଦ୍ୱାରା ଭୂମି ପୂଜନ ସମ୍ପନ୍ନ।
Read More >