ରାଜ୍ୟରେ ଆକାଶଛୁଆଁ ଦରରେ ପହଂଚିଛି ସୁନାଦର । କିଛି ଦିନ ତଳେ ୧୦ ଗ୍ରାମ ସୁନାର ମୂଲ୍ୟ ୭୫ ହଜାର ଛୁଇଁଥିବା ବେଳେ ବର୍ତମାନ ସୁନା ଓ ରୂପା ଦରରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି । ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ଗ୍ରାମ ପ୍ରତି ୭୨ ହଜାର ୧୫୦ ଟଙ୍କା ରେ ପହଂଚିଛି । Read More >
ରାଜ୍ୟର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ । ଏହାରି ଭିତରେ କେନ୍ଦୁଝର ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ୩ ଟି ରେଂଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା ନେଇ କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି । Read More >
ରାୟଗଡ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ତାଲିକା ଘୋଷଣା ପରେ ବୁଧବାର ବିଜେପି ପ୍ରାର୍ଥୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି Read More >
ରାମଲୀଳାରେ ଭରତ ମିଳନ । ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରାମଲୀଳାରେ କମ୍ପିଉଠୁଛି ବଲାଙ୍ଗୀର । ରାମାୟଣର କିଛି ଦୃଶ୍ୟ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଁଚୁଛି । Read More >
ବସ ସହ ଧକ୍କା ହେଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣା ଫଳରେ ୪ ଜଣ ଆହତ ହୋଇଛନ୍ତି । ବସକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ୪ ଜଣ ଲୋକ ଆମ୍ବୁଲାନ୍ସ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧରେ । Read More >
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗାଁ ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ୧୨ରୁ ଉର୍ଦ୍ଧ୍ଵ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। Read More >
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ । Read More >
ଚୌତ୍ର ମାସରେ ରାୟଗଡାର ପ୍ରତିଷ୍ଠିତ ଦେବୀ ମାଆ ମଝିଘରିଆଣୀଙ୍କ ଚଇତି ପର୍ବ ଅନୁଷ୍ଠିତ ହୋଇଥିଲା। ଝଞ୍ଜାବତି ଉପକଣ୍ଠରେ ଥିବା ମଝିଘରିଆଣୀଙ୍କ ପୀଠ ଚଇତି ପର୍ବ ପାଇଁ ଉତ୍ସବ ମୁଖର ହୋଇଉଠିଛି। Read More >
ନିର୍ଵାଚନ ପ୍ରଚାର ପାଇଁ ନୂଆ ସମ୍ବଲପୁରୀ ଗୀତ । ଚଳିତ ଥର ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହୋଇସାରିଲେଣି । ସବୁ ଦଳ ବର୍ତ୍ତମାନ ରଣାଙ୍ଗନରେ ଓହ୍ଲେଇ ସାରିଲେଣି । ଢୃରେ ଧୀରେ ପ୍ରଚାର ମଧ୍ୟ ଜମିବାରେ ଲାଗିଲାଣି । Read More >
ସମ୍ବଲପୁରରେ ହନୁମାନ ଜନ୍ମୋତ୍ସବ ପାଳନ କରାଯାଇଥିଲା । ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଯୋଗଦାନ କରିଥିଲେ ।ସମ୍ବଲପୁର ସହରର ହାଟପଦା ଠାରେ ଥିବା ଶ୍ରୀ ହନୁମାନ ଜୟନ୍ତୀ ସେବା ସମିତି ପକ୍ଷରୁ ହନୁମାନ ଜନ୍ମୋତ୍ସବ ପାଳନ କରାଯାଇଥିଲା। Read More >
କୋଇଡ଼ାରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଦନ୍ତା ହାତୀଟି ଚିକିତ୍ସା ହେଉଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ସୁନ୍ଦରଗଡ ଜିଲ୍ଲାର ବାଙ୍କୀ ରେଞ୍ଜର ଖେସରା ଜଙ୍ଗଲରେ କିଛି ଦିନ ତଳେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ଜଙ୍ଗଲରେ ବୁଲୁଥିଲା Read More >
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଆଙ୍ଗୁଲାଇ ବଜାରରେ ଫଳ ଦୋକାନ ଭିତରକୁ ମାଡ଼ିଗଲା ଫ୍ଲାଇଂ ସ୍କ୍ୱାର୍ଡ ଗାଡ଼ି। ତେବେ ଏହି ଦୁର୍ଘଟଣାରୁ ଫଳ ଦୋକାନଟି ସମ୍ପୂର୍ଣ ଭଗି ଯାଇଥିବା ବେଳେ ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। Read More >
କମିଲା ସୁନା ଦର
ହରିୟାଣାରେ କ୍ଷେତରେ ଜଳିଗଲେ ଚାଷୀ
ପୋଲିସ ଗାଡି ଉପରେ ଛାଡିଗଲା ଟ୍ରଲର
ରେଳ ବିଭାଗର ବଡ଼ ଘୋଷଣା