ସମ୍ବଲପୁର : ଚିପିଲିମା ଜଳ ବିଦ୍ୟୁତ କେନ୍ଦ୍ରରେ ଅଗ୍ନିକାଣ୍ଡ l ଅଗ୍ନିକାଣ୍ଡ ରେ ପାୱାର ହାଉସ ର ସର୍କିଟ ୨ ସିଟି ଫାଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି l ଅଗ୍ନିକାଣ୍ଡ ଯୋଗୁଁ ପାୱାର ହାଉସର ଅନେକ କେବୁଲ ଟ୍ରେଞ୍ଚ ରେ ନିଆଁ ଲାଗି ନଷ୍ଟ ହୋଇଯାଇଛି l କଣ୍ଟ୍ରୋଲ ରୁମ୍ ରୁ ଆସିଥିବା ବିଭିନ୍ନ କେବୁଲ୍ ରେ ନିଆଁ ଲାଗିଛି ଓ ବିଭିନ୍ନ ଯନ୍ତ୍ରାଂଶ ଜଳି ଯାଇଛି l ଯାହା ଫଳରେ ଚିପିଲିମା ଅଂଚଳରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି l ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ନିଆଁ ଲିଭାଇଛି l ନିଆଁ କିପରି ଲାଗିଲା ତାହା ଅସ୍ପଷ୍ଟ ରହିଛି l
ତେବେ ଏହି ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଯାଇଛି । ଘଟଣାସ୍ଥଳରେ ଚିପିଲିମା ପାୱାର ହାଉସର ଅଧିକାରୀ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି। ସମ୍ବଲପୁର ଚିପିଲିମା ଜଳ ବିଦ୍ୟୁତ କେନ୍ଦ୍ରରେ ଅଗ୍ନିକାଣ୍ଡ । କଣ୍ଟ୍ରୋଲ ରୁମରୁ ଆସିଥିବା ବିଭିନ୍ନ କେବୁଲରେ ନିଆଁ ଲାଗିଛି ଓ ବିଭିନ୍ନ ଯନ୍ତ୍ରାଂଶ ଜଳି ଯାଇଛି। ଯାହା ଫଳରେ ଚିପିଲିମା ଅଞ୍ଚଳରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇଛି । ନିଆଁ କିପରି ଲାଗିଲା ତାହା ଅସ୍ପଷ୍ଟ ରହିଛି । ତେବେ ଏହି ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଯାଇଛି । ଘଟଣାସ୍ଥଳରେ ଚିପିଲିମା ପାୱାର ହାଉସର ଅଧିକାରୀ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି ।