ଦେବଗଡ ଅବକାରୀ ବିଭାଗ ମିଳିଛି ବଡ ସଫଳତା। ଏକ ଟ୍ରକରୁ ୫୦ କୁଇଂଟାଲରୁ ଉର୍ଦ୍ଧ ମହୁଲ ବୋଝେଇ ଟ୍ରକକୁ ଜବତ କରିଛି ଅବକାରୀ ବିଭାଗ। Read More >
ବିଜେଡିରେ ଅସନ୍ତୁଷ୍ଟ ଦଳୀୟ କର୍ମକର୍ତ୍ତା। ଟିକେଟ୍ ନ ପାଇ ଦଳ ଛାଡିଲେଣି ଅଧାରୁ ଅଧିକ ନେତା। ଏବେ ଚର୍ଚ୍ଚାରେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ। ଭୁବନେଶ୍ୱରର ୫ ଥରର ପୂର୍ବତନ ସାଂସଦ ପାଟ୍ଟଶାଣୀ ବିଜେଡି ଛାଡୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। Read More >
ପାନ ପାଇଁ ଯୁବକଙ୍କୁ ନୃଶଂସ ଭାବେ ଛୁରୀ ଭୁସି ହତ୍ୟା କରାଯାଇଛି। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡା ଟାଉନ ଥାନା ବଳରାମପୁର ହନୁମାନ ମନ୍ଦିର ନିକଟରେ ଘଟିଛି। Read More >
ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବାଘୁଣୀ ସ୍ନେହାର ମୃତ୍ୟୁ ଘଟିଛି। ମାତ୍ର ୧୪ ବର୍ଷ ବୟସରେ ଆଖି ବୁଜିଦେଇଛି ବାଘୁଣୀ ସ୍ନେହା। Read More >
ସମ୍ବଲପୁର ସଦର ପୋଲିସକୁ ମିଳିଛି ବଡ ସଫଳତା। ସମ୍ବଲପୁରର କେନଘାଟି ନିକଟରେ ଏକ ଟ୍ରକରୁ ବିପୁଳ ପରିମାଣର ବେଆଇନ ଆଲୁମିନିୟମ ସାମଗ୍ରୀ ଜବତ। Read More >
ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା କୋଇଲା ବୋଝେଇ ଟ୍ରକ୍। ଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। Read More >
ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର। ଗତକାଲି ଖରସ୍ରୋତା ନଦୀରେ ଦୁଇ ଭାଇ ଗାଧୋଇବା ସମୟରେ ବୁଡି ନିଖୋଜ ହୋଇଯାଥିଲେ। Read More >
ମାଟି ଧସିଯିବାରୁ ଅତଡ଼ା ତଳେ ଚାପି ହୋଇଗଲେ ଶ୍ରମିକ । ଏଭଳି ଅଘଟଣ ଘଟିଛି କଟକ ମାଲଗୋଦାମ ଅଞ୍ଚଳରେ । ନିର୍ମାଣ କାମ ଚାଲୁଥିବା ବେଳେ ହଠାତ ମାଟି ଅତଡ଼ା ଧସି ଯାଇଥିଲା । ଏହା ତଳେ ଚାପି ହୋଇଯାଇଥିଲେ କାମ କରୁଥିବା ଶ୍ରମିକ । Read More >
ଆୟକାର ବିଭାଗ ହାତରେ ଲାଗିଛି ଏକ ସୁରକ । ବିପୁଳ ପରିମାଣର ସୁନା ଜବତ କରିଛି ଆୟକର ବିଭାଗ । ୩.୮କେଜି ସୁନା ଜବତ କରିଛି ଆୟକର ବିଭାଗ। ଏହି ସୁନାର ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା ହେବା । Read More >
ନଷ୍ଟ ହେଲା ପୁଳାପୁଳା ଦେଶୀ ମଦ ଏବଂ ପୋଚ । ଅବକାରୀ ବିଭାଗ ପକ୍ଷରୁ ଆଜି ଭଗୁଆ ଓ ସାନ ଭାଗୁଆ ଗାଁ ନିକଟବର୍ତ୍ତୀ ଜଙ୍ଗଲ ରେ ଚଢାଉ କରାଯାଇ ବିପୁଳ ପରିମାଣ ର ଦେଶୀ ରନ୍ଧା ମଦ ଜବତ କରାଯିବ ସହ ପୋଚ଼ ନଷ୍ଟ କରାଯାଇଛି Read More >
ମା ମଝିଘରିଆଣୀ ପୀଠ ପ୍ରମୁଖ ଶକ୍ତି ପୀଠ ରହିଛି ରାୟଗଡାରେ । ମା ମଝିଘରିଆଣୀ ହେଉଛନ୍ତି ରାୟଗଡାର ଅଧିଷ୍ଟାତ୍ରୀ ଦେବୀ । ଦକ୍ଷିଣ ଓଡିଶାର ଏହା ଏକ ପ୍ରମୁଖ ଶକ୍ତି ପୀଠ ବୋଲି କୁହାଯାଇଥାଏ । କାରଣ ଏଠାରେ ସବୁବେଳେ ଭକ୍ତଙ୍କର ଗହଳି ଜମିଥାଏ Read More >
ଚାଲିଥିଲା ଚେକିଂ ମାଡିବସିଲା ପୋଲିସ । ଏକ ପିକଅପ ଭ୍ୟାନରୁ ନଗଧ 10 ଲକ୍ଷ ଟଙ୍କା ଜବତ କରିଛି ବରଗଡ ଟାଉନ ପୋଲିସ । ତେବେ ପୋଲିସ ଟଙ୍କା ଜବତ କରିବା ସହ ସେହି ଭ୍ୟାନ ଆଉ ସେ ଭ୍ୟାନରେ ଥିବା ବ୍ୟକ୍ତିଙ୍କୁ ଅଟକ ରଖିଛି । Read More >
ନୌସେନାର ମୁଖ୍ୟ ଆଡମିରାଲ ହେବେ ଦିନେଶ କୁମାର ତ୍ରିପାଠୀ
ମହୁଲ ବୋଝେଇ ଟ୍ରକ ଜବତ : ୨ ଗିରଫ
ବିଜେଡି ଛାଡିବେ କି ପ୍ରସନ୍ନ ପାଟ୍ଟଶାଣୀ !
ପାନ ପାଇଁ ଯୁବକଙ୍କୁ ହତ୍ୟା