ଡଲଫିନ କୁ ଦେଖିବାକୁ କାହାକୁ ବା ଭଲ ଲାଗେନା । ଡଲଫିନ ବଞ୍ଚିଥିବା ବେଳେ ତାକୁ ଦେଖିବାକୁ ଲୋକଙ୍କ ଭିତରେ ଭିଡ ଲାଗେ । ଆଉ ଏବେ ଗୋଟେ ଡଲଫିନଟି ମୃତ ଅବସ୍ଥାରେ ମିଳିଛି । ଆଉ ସେ ମୃତ ଡଲଫିନକୁ ଦେଖିବାକୁ ଲୋକଙ୍କ ଭିତରେ ଭିଡ ଲାଗିଛି। Read More >
ବୈାଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଗୈାଡଦେଇ ମନ୍ଦିର ପଛପଟେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତକ ଜଣକ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଜାମପାଲି ଗ୍ରାମର ବିଭିଷଣ ମହାରଥୀ ବୋଲି ଜଣାପଡିଛି । Read More >
ରାୟଗଡା ଜିଲ୍ଲା ଗୁଣପୁର ଥାନା ବାୟାଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସନ୍ଦେହଜନକ ଅବସ୍ଥାରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଦାଫାସ କରିଛି ଗୁଣପୁର ପୋଲିସ । Read More >
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଶୁକ୍ରବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ବିଧାୟକ ତଥା ୨୦୨୪ ବିଜେପି ବିଧାୟକ ପାର୍ଥି କେ ନାରାୟଣ ରାଓ ବିଶାଳ ବାଇକ ଶୋଭାଯାତ୍ରାରେ ଲବନ୍ୟଗଡ ଠାରୁ ବାହାରି ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲେ। Read More >
ପିକନିକ ସାଜିଲା କାଳ । କେତେ ଖୁସିରେ ପିକନିକ ବନେଇବାକୁ ଆସିଥିଲେ ହେଲେ ଏମିନି ଦୁର୍ଘଟଣା ହେବ ବୋଲି କିଏ ବା ଜାଣିଥିଲା । କିଛି ଦିନ ତଳେ ହୋଇଥିବା ବାହାନଗା ଦୁର୍ଘଟଣା କଥା ଭାବିଲେ ଆମର ରୁମ କିପରି ଟାଙ୍କୁରୀ ଉଠେ ସେହିଭଳି ଏହି ଦୁର୍ଘଟଣା କଥା ଭାବିଲା ବେଳକୁ ଆମ ରୁମ ସେହିପରି ଟାଙ୍କୁରୀ ପଡୁଛି । Read More >
ଏକାମ୍ର କ୍ଷେତ୍ରର ଅଧିଷ୍ଠାତା ଲିଙ୍ଗରାଜ ମହାପ୍ରଭୁଙ୍କର ସମ୍ପନ୍ନ ହେଇଛି ରୁକୁଣା ରଥଯାତ୍ରା। ମହାଦେବ ରଥାରୁଢ଼ ହୋଇ ରାମେଶ୍ବର ମନ୍ଦିରକୁ ଯାତ୍ରା କରିଛନ୍ତି। ରାମେଶ୍ବର ମନ୍ଦିରରେ ସ୍ଵତନ୍ତ୍ର ନିତିକାନ୍ତି ମଧ୍ୟରେ ହୋମ, ଯଜ୍ଞ, ନାମ ସଂକୀର୍ତ୍ତନ ମହା ଆଡମ୍ବର ସହିତ ଚାଲିଛି। Read More >
କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଜାତୀୟ ଉଦ୍ୟାନ ହେଉଛି ଭିତରକନିକା । ଭିତରକନିକାରେ ବିଭିନ୍ନ ପଶୁପକ୍ଷୀ ଓ ଗଛଲତା ଦେଖିବାକୁ ମିଳିଥାଏ Read More >
ସମ୍ବଲପୁର ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ ରେଙ୍ଗାଲି। ଏହି ବିଧାନସଭା ସଭା ଆସନରେ ଏବେ ବିଜେପି ପକ୍ଷରୁ ନିଜର ନିର୍ବାଚନ ପ୍ରଚାର ଓ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମକୁ ଅଧିକ ଯୋରଦାର କରାଯାଇଛି। Read More >
ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଘଟିଛି ଦୃଦୟ ବିଦାରକ ଘଟଣା। ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। Read More >
ଚଳିତ ବର୍ଷ ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ଏଥିପାଇଁ ଆଜି ବସିବ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ। Read More >
ଆସନ୍ତା ୨୯ ତାରିଖ ଦିନ ଠାରୁ ମା ମୂତ୍ୟାଲୁମାଙ୍କ ନବଦିନ ବ୍ୟାପି ଘଟଯାତ୍ରା ହେବାକୁ ଥିବା ବେଳେ ଟାଉନ ପୂଜା ମଣ୍ଡପ ଠାରେ ଏହାର ଶୁଭ ଖୁଣ୍ଟି ପଡ଼ିଥିଲା। Read More >
ସମ୍ବଲପୁରରେ ଜିଲ୍ଲାରେ ଏବେ ପୁରା ଦମରେ ଜନସମ୍ପର୍କ ଅଭିଯାନ କରିବା ସହ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। Read More >
ଉତ୍ତରପ୍ରଦେଶରେ ସଡ଼କ ଦୁର୍ଘଟଣା, ୪ ମୃତ
ମୃତ ଡଲଫିନଟି ସମୁଦ୍ରରେ ଭାଷୁଛି
ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ