ବାପା ସାଜିଲା ପିଶାଚ ମାତ୍ର ଶହେ ଟଙ୍କା ପାଇଁ ପୁଅକୁ ହାଣିଲା। ପୁଅ ଶୋଇଥିବା ବେଳେ କଟୁରୀରେ ହାଣି ଏପରି ନୃସଂଶତା ଘଟାଇଛି ବାପା। Read More >
ଜାତୀୟ ରାଜପଥରେ ଲୁଟ ଉଦ୍ୟମ । ମାତିଛନ୍ତି ଲୁଟେରା । ଆତଙ୍କ ଖେଳାଇଛି କଳା ପଲ୍ସର୍ । ମହିଳାଙ୍କୁ ଗୁଳିମାଡ କରି ବେକରୁ ସୁନା ଚେନ ଲୁଟ ଉଦ୍ୟମ । Read More >
ସାମାନ୍ୟ ବଚସା ଯୋଗୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୁତ୍ତ । ପ୍ରଥମେ ଜୀବନରୁ ମାରିଦେବାକୁ ଧମକ ଦେଲେ । ଏହାପରେ ରାତିରେ ଆକ୍ରମଣ କଲେ । ଥମୁନି ହିଂସାକାଣ୍ଡ । Read More >
ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହିତ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି। Read More >
କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ସ୍କୁଲ ଘେରି ଗାଁରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ଏକ ମୋଟର ସାଇକେଲ ପାଇଁ ଜଣେ ନବବଧୂ ଜୀବନ ହାରିଛନ୍ତି । Read More >
ଜାହାଜରୁ ମିଳିଲା ଶ୍ରମିକଙ୍କ ମୃତଦେହ । ପାରାଦ୍ୱୀପ ପୋର୍ଟ ଏସକ୍ୟୁ ବର୍ଥରେ ଲାଗିଥିବା ଜାହାଜରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ କେଉଁ କାରଣ ପାଇଁ ଶ୍ରମିକଙ୍କ ମୃତ୍ୟୁ ହୋଇଛି । Read More >
ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆଜି ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । Read More >
ଡାଲି ପଡି ଯାଇ 8 ଦିନ ତଳେ ମେଡିକାଲାରେ ଭର୍ତ୍ତି ହୋଇଥିଲେ ନାବାଳିକା ଆଡି ତାଙ୍କର ମୃତ ଘଟିଛି । ଚିକିତ୍ସାଦିନ ଅବସ୍ଥାରେ କଟକ ବଡ ମେଡିକାଲରେ ଶିଶୁଟିର ମୃତ୍ୟୁ ହୋଇଛି । ମୃତା ନାବାଳିକା ଗଜପତି ଜିଲ୍ଲା ମୋହନା ବ୍ଲକର ବୋଲି ଜଣାପଡ଼ିଛି। Read More >
ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀ ଙ୍କ ଉପଦ୍ରବ ଦେଖିବାକୁ ମିଶିଛି । ସୋମବାର ରାତିରେ ନାଇକୁଡି ଗ୍ରାମରେ ୫୦ରୁ ଉର୍ଦ୍ଧ୍ୱ ହାତୀପଲ ଆସି ଧାନ କ୍ଷେତରେ ପଶି ଦଳାଚକଟା କରିଛନ୍ତି । ଫଳରେ ଏକରଏକର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । Read More >
ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହିତ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି। Read More >
ସକାଳୁ ସକାଳୁ ମୁଣ୍ତ ଫଟା ଖରା ସଙ୍ଗକୁ ଗୁଳୁଗୁଳି । ଖରା ସଙ୍ଗକୁ ଗୁଳୁଗୁଳିରେ ଜୀବନ ପୁରା ଅସ୍ଥବ୍ୟସ୍ତ । ସକାଳ ୮ଟା ୩୦ ସୁଦ୍ଧା ୩୫ ଡିଗ୍ରୀ ତାପମାତ୍ରା ଟପିଲାଣି । ତେବେ ୩୫.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର । Read More >
ଶ୍ରୀମନ୍ଦିରରେ ରକ୍ତଛିଟା,ମହାପ୍ରଭୁଙ୍କ ହେଲା ମହାସ୍ନାନ । ଶ୍ରୀମନ୍ଦିରରେ ପୁଣି ପଡିଲା ରକ୍ତ ଛିଟା । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ଶ୍ରୀମନ୍ଦିରର ଭିତର କାଠ ନିକଟରେ ଏହି ରକ୍ତ ଛିଟା ପଡିଥିଲା । ଏହାକୁ ଦେଖିବା ପରେ ମଙ୍ଗଳ ଆରତୀ ପୂର୍ବରୁ ମହାସ୍ନାନ କରାଯାଇଛି। Read More >
ପୁଅକୁ ହାଣିଲା ବାପା
ଜାତୀୟ ରାଜପଥରେ ଲୁଟ ଉଦ୍ୟମ
ସାମାନ୍ୟ ବଚସା ଯୋଗୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୁତ୍ତ
ବିଜେଡିରୁ ଇସ୍ତଫା ଦେଲେ ସୀମାରାଣୀ