ଗରମରୁ ମିଳିବ ମୁକ୍ତି । ଆଉ ଡଉଟି କଲାବେଳେ ଲାଗିବନି ଗରମ । ତେବେ ରାଜଧନୀରେ ସକାଳ 7ଟାରୁ ଯେଉଁ ଭିଳି ଖରା ଦିନ ସାରା ଲାଗି ରହୁଛି ତାହା ଆପଣ ମାନଙ୍କୁ ବେଶ ଭଲ ଭାବରେ ଜଣା । ତେବେ ଗୁଜୁରାଟ ପରେ ଏବେ ଭୁବନେଶ୍ୱରରେ ଟ୍ରାଫିକ ପୋଲିସ ମୁଣ୍ଡରେ AC ହେଲମେଟ୍ ଲଗାଇବେ । Read More >
ଦିନକୁ ଦିନ ରାଜ୍ୟରେ ବାଘ ଆତଙ୍କ ବଢ଼ିବାରେ ଲାଗିଛି । କେତେବେଳେ ବାଘ ଗାଁ ଭିତରକୁ ପଶି ଆସୁଛନ୍ତି ତ ପୁଣି କେତେବେଳେ ଗୃହପାଳିତ ପଶୁଙ୍କୁ ଶିକାର କରୁଛନ୍ତି Read More >
କୋରାପୁଟ ସହରରେ ବୁଲୁଛି ଭାଲୁ । ଆଜି ଭୋର ସମୟରେ ଉପଖଣ୍ଡ ଡାକଘର ନିକଟରେ ଏକ ଭାଲୁ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । Read More >
ସୁନ୍ଦରଗଡରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି । ଗତ ଦୁଇଦିନ ହେବ ସୁନ୍ଦରଗଡର କୁତ୍ରା ବ୍ଲକ ଅନ୍ତର୍ଗତ ନୂଆଗାଁ, ଜଉରାମୁଣ୍ଡା, ପଂଚରା,ଏଲଗା,ପଂଗନିଆବାହାଲ ଏବଂ ଝରେନ ଗାଁରେ ଅନେକ ଲୋକ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଆସୁଛନ୍ତି । Read More >
ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ- ଛତ୍ରଙ୍ଗ ପୂର୍ତ ବିଭାଗ ରାସ୍ତାର ଅଯୋଧ୍ୟା ନିକଟରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ଘଟିଛି। ଏଥିରେ ୪ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟରେ ଏକ ଯାତ୍ରୀବାହୀ ଅଟୋ ଚାରିଛକରୁ କୁଶାସିଙ୍ଗା ଅଭିମୁଖେ ଯାଉଥିଲା। Read More >
କିଏ ଜାଣିଥିଲା ଟିକେ ଜିଦି କରିଦେବ ଦୁଇ ଭଉଣୀଙ୍କୁ ଅନାଥ କରିଦେବ । ବ୍ରିଜ ଉପରେ ଠିଆ ହୋଇ ମହାନଦୀରେ ପାଣି ଦେଖି ଖୁସି ହେଉଥିଲେ ଦୁଇ ଭଉଣୀ ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିଲାନି ସେମାନଙ୍କ ଖୁସି। Read More >
ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଆଉ ଅସହ୍ୟ ତାପମାତ୍ରାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଏହାରି ଭିତରେ ଶୁକ୍ରବାର ଦେଓଗଡ ଜିଲ୍ଲାର ହ୍ରାହୁଣୀ ପାଲି ପଂଚାୟତ କଣ୍ଟା ବାହାଲ ଗ୍ରାମର ଲିଙ୍ଗ ନେହେରା ନାମକ ଜଣେ ଯୁବକଙ୍କ ଅଂଶୁଘାତ ରେ ମୃତ୍ୟୁ ହୋଇଥିବା ଜଣାପଡିଛି । Read More >
କୁକୁର କାମୁଡ଼ାରେ ଚାଲିଗଲା ନାବାଳିକାଙ୍କ ଜୀବନ । ଏହି ଘଟଣା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ନାବାଳିକାଙ୍କୁ କୁକୁର କାମୁଡିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ହେଲେ ସେଠାରେ ସଠିକ ଭାବେ ଚିକିତ୍ସା କରାନଯିବାରୁ ନାବାଳିକାଙ୍କ ମୃତ୍ୟୁ ହୋଇଛି । Read More >
ଜଣ୍ଡିସରେ ଆକ୍ରାନ୍ତ ହେଲେ ଯାନ୍ତ୍ରୀକ ମହାବିଦ୍ୟାଳୟର ଛାତ୍ର । ଛାତ୍ରାବାସରେ ବ୍ୟାପି ଚାଲିଛି ଜଣ୍ଡିସ । ଭୟଭୀତ ହୋଇପଡିଛନ୍ତି ଯାନ୍ତ୍ରୀକ ମହାବିଦ୍ୟାଳୟର ଛାତ୍ର । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝରରୁ । Read More >
ରାୟଗଡ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ମନ୍ଦିରରେ ଗତକାଲିଠାରୁ ମାଆଙ୍କ ଝାମୁ ଯାତ୍ରା ବା ଚୈତ୍ର ଯାତ୍ରା ଆରମ୍ଭ ହୋଇଯାଇଛି । ଗତକାଲିଠାରୁ ମାଆଙ୍କ ପାଦ ଆସିବା ପରଠାରୁ ସମ୍ମୁଖ ମଣ୍ଡପରେ ଚଣ୍ଡୀ ପାଠ ଚାଲିଛି । ବ୍ରହ୍ମପୁରର ପ୍ରଖ୍ୟାତ ପଣ୍ଡିତ ନୀଳମାଧବ ତ୍ରିପାଠୀଙ୍କ ଦ୍ବାରା ଆରମ୍ଭ ହୋଇଛି ଚଣ୍ଡୀ ପାଠ। Read More >
ମତୁଆଲ ଯୁବକଙ୍କ ଉନ୍ମୁକ୍ତ କାଣ୍ତ । ଦୋକାନୀକୁ ଟାଙ୍ଗିଆରେ ହାଣିଲା ଦୁର୍ବୁତ୍ତ Read More >
ବଲାଙ୍ଗିର ଜଗନ୍ନାଥପଡ଼ାରେ ଆରମ୍ଭ ହେଲା ରାମଲୀଳା । ଖୁବ୍ ଉତ୍ସାହର ସହ କଳାକାରମାନେ ନୀତି ପରମ୍ପରା ଅବଲମ୍ବନ କରି ଗତ ରାତିରୁ ରାମଲୀଳା ଅଭିନୟ ଆରମ୍ଭ କରିଛନ୍ତି । ଆଗାମୀ ୨୧ ଦିନ ଧରି ରାମଜୀ ନାଟ୍ୟ ସଂସଦ ପଖ୍ୟରୁ ଜଗନ୍ନାଥପଡ଼ା ନାଟ୍ୟ ମଣ୍ଡପରେ ରାତି ୧୦ଟାରୁ ୧ଟା ପର୍ୟ୍ୟନ୍ତ ରାମଲୀଳା ମଂଚସ୍ଥ ହେବ ବୋଲି ସଭାପତି ବାସୁଦେବ ବେହେରା କହିଛନ୍ତି । Read More >
AC ହେଲମେଟ ପିନ୍ଧିବେ ରାଜଧାନୀ ଟ୍ରାଫିକ ପୋଲିସ
ବଳଦକୁ ମାରି ଖାଇଲା କଲରାପତରିଆ
କୋରାପୁଟରେ ବୁଲୁଛି ଭାଲୁ
ସୁନ୍ଦରଗଡ଼ରେ ବ୍ୟାପିଲା ଝାଡ଼ାବାନ୍ତି