ଅଂଶୁଘାତରେ ଆକ୍ରାନ୍ତ ହେଲେ ୨୮ ଜଣ । ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଯାହାଫଳରେ ଅଧିକାଂଶ ଲୋକେ ଅଂଶୁଘାତର ଶିକାର ହେଉଛନ୍ତି । Read More >
ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଡିଫେନ୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଆତ୍ମବିଶ୍ୱାସୀ ଅଗ୍ନିବୀର ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି। Read More >
ରାଜ୍ୟରେ ବେଆଇନ ଭାବରେ ମଦ,ଗଞ୍ଜେଇ ଚାଲାଣ ସୀମା ପାର କରିଲାଣି । ଜଙ୍ଗଲ ହେଉ କି ରାସ୍ତା ସବୁଠି ଚାଲାଣ ହେଉଛି ମଦ,ଗଞ୍ଜେଇ Read More >
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜ ନିଜ ମନ୍ଦିରକୁ ବାହୁଡ଼ିବେ। ପାଞ୍ଚ ଦିନର ଏହି ରଥଯାତ୍ରାରେ ଏଥର ପ୍ରଭୁ ଲିଙ୍ଗରାଜ ମାତ୍ର ୪୧ ଘଣ୍ଟା ମାଉସୀ ମା' ଘରେ ବିତାଇଛନ୍ତି। Read More >
ଡଲଫିନ କୁ ଦେଖିବାକୁ କାହାକୁ ବା ଭଲ ଲାଗେନା । ଡଲଫିନ ବଞ୍ଚିଥିବା ବେଳେ ତାକୁ ଦେଖିବାକୁ ଲୋକଙ୍କ ଭିତରେ ଭିଡ ଲାଗେ । ଆଉ ଏବେ ଗୋଟେ ଡଲଫିନଟି ମୃତ ଅବସ୍ଥାରେ ମିଳିଛି । ଆଉ ସେ ମୃତ ଡଲଫିନକୁ ଦେଖିବାକୁ ଲୋକଙ୍କ ଭିତରେ ଭିଡ ଲାଗିଛି। Read More >
ବୈାଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଗୈାଡଦେଇ ମନ୍ଦିର ପଛପଟେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତକ ଜଣକ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଜାମପାଲି ଗ୍ରାମର ବିଭିଷଣ ମହାରଥୀ ବୋଲି ଜଣାପଡିଛି । Read More >
ରାୟଗଡା ଜିଲ୍ଲା ଗୁଣପୁର ଥାନା ବାୟାଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସନ୍ଦେହଜନକ ଅବସ୍ଥାରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଦାଫାସ କରିଛି ଗୁଣପୁର ପୋଲିସ । Read More >
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଶୁକ୍ରବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ବିଧାୟକ ତଥା ୨୦୨୪ ବିଜେପି ବିଧାୟକ ପାର୍ଥି କେ ନାରାୟଣ ରାଓ ବିଶାଳ ବାଇକ ଶୋଭାଯାତ୍ରାରେ ଲବନ୍ୟଗଡ ଠାରୁ ବାହାରି ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲେ। Read More >
ପିକନିକ ସାଜିଲା କାଳ । କେତେ ଖୁସିରେ ପିକନିକ ବନେଇବାକୁ ଆସିଥିଲେ ହେଲେ ଏମିନି ଦୁର୍ଘଟଣା ହେବ ବୋଲି କିଏ ବା ଜାଣିଥିଲା । କିଛି ଦିନ ତଳେ ହୋଇଥିବା ବାହାନଗା ଦୁର୍ଘଟଣା କଥା ଭାବିଲେ ଆମର ରୁମ କିପରି ଟାଙ୍କୁରୀ ଉଠେ ସେହିଭଳି ଏହି ଦୁର୍ଘଟଣା କଥା ଭାବିଲା ବେଳକୁ ଆମ ରୁମ ସେହିପରି ଟାଙ୍କୁରୀ ପଡୁଛି । Read More >
ଏକାମ୍ର କ୍ଷେତ୍ରର ଅଧିଷ୍ଠାତା ଲିଙ୍ଗରାଜ ମହାପ୍ରଭୁଙ୍କର ସମ୍ପନ୍ନ ହେଇଛି ରୁକୁଣା ରଥଯାତ୍ରା। ମହାଦେବ ରଥାରୁଢ଼ ହୋଇ ରାମେଶ୍ବର ମନ୍ଦିରକୁ ଯାତ୍ରା କରିଛନ୍ତି। ରାମେଶ୍ବର ମନ୍ଦିରରେ ସ୍ଵତନ୍ତ୍ର ନିତିକାନ୍ତି ମଧ୍ୟରେ ହୋମ, ଯଜ୍ଞ, ନାମ ସଂକୀର୍ତ୍ତନ ମହା ଆଡମ୍ବର ସହିତ ଚାଲିଛି। Read More >
କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଜାତୀୟ ଉଦ୍ୟାନ ହେଉଛି ଭିତରକନିକା । ଭିତରକନିକାରେ ବିଭିନ୍ନ ପଶୁପକ୍ଷୀ ଓ ଗଛଲତା ଦେଖିବାକୁ ମିଳିଥାଏ Read More >
ସମ୍ବଲପୁର ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ ରେଙ୍ଗାଲି। ଏହି ବିଧାନସଭା ସଭା ଆସନରେ ଏବେ ବିଜେପି ପକ୍ଷରୁ ନିଜର ନିର୍ବାଚନ ପ୍ରଚାର ଓ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମକୁ ଅଧିକ ଯୋରଦାର କରାଯାଇଛି। Read More >
ଅଂଶୁଘାତରେ ଆକ୍ରାନ୍ତ ହେଲେ ୨୮ ଜଣ
ଇରାନ ପରେ ଏବେ ଇରାକ ଉପରେ ମିସାଇଲ ଆଟାକ
ଅଗ୍ନିବୀରଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ
ବିପୁଳ ପରିମାଣର ମଦ ଜବତ : ୨ ଗିରଫ