ମୋହାଲି ଟି-୨୦: ଭାରତକୁ ୧୫୦ ରନର ବିଜୟ ଲକ୍ଷ୍ୟ ଦେଲା ଦ. ଆଫ୍ରିକା
Khabar Odisha:sport-cricket-odisha-india-vs-south-africa-2nd-t20i-live-cricket-score-mohali-ind-vs-sa-virat-kohli
ମୋହାଲି,ସେପ୍ଟେମ୍ବର୧୮(ଖବର ଓଡ଼ିଶା):

 ପ୍ରଥମ ଥର ଅଧିନାୟକ ପଦ ସମ୍ଭାଳିଥିବା କ୍ଵିଣ୍ଟନ ଡିକକଙ୍କ ଅଧିନାୟକତ୍ଵ ଇନିଂସ ଏବଂ ତେମ୍ବା ବାଭୁମାଙ୍କ ୪୯ ରନ ବଳରେ ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଥିବା ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍  ହରାଇ ୧୪୯ ରନ କରିଛି। ଭାରତ ସମ୍ମୁଖରେ ରହିଛି ୧୫୦ ରନ ବିଜୟ ଲକ୍ଷ୍ୟ। ଡିକକ୍ ୩୭ ବଲରୁ ୫୨ ରନ ଏବଂ ତେମ୍ବା ବାଭୁମା ୪୯ ରନ କରିଛନ୍ତି। ଭାରତର ସଫଳ ବୋଲର ଭାବେ ଦୀପକ ଚହର ୨ ଓ୍ଵିକେଟ୍ ନେଇଛନ୍ତି।

Subscribe

National International State Sports Entertainment