ବିଜେପି ପ୍ରଚାର ଗାଡ଼ି ଉପରେ ଆକ୍ରମଣ
Khabar Odisha:State-Odisha-2-BJP-workers-injured-following-an-attack-by-unidentified-miscreants
ନୟାଗଡ଼, ଏପ୍ରିଲ ୧୬(ଖବର ଓଡିଶା):

ନିର୍ବାଚନ ପାଇର୍ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ନିକଟରେ ଖୋର୍ଦ୍ଧାର ବିଜେପି ନେତାଙ୍କୁ ହତ୍ୟା ପରେ ଏବେ ନୟାଗଡ ଜିଲ୍ଲା ତେଣ୍ଡାବାଡ଼ିରେ ଆଜି ବିଜେପି ପ୍ରଚାର ଗାଡ଼ି ଉପରେ ଆକ୍ରମଣ ଅଭିଯୋଗ ଆସିଛି । କିଛି ଯୁବକ ଆସି ପ୍ରଚାର କାର୍ଯ୍ୟରେ ଥିବା କର୍ମୀଙ୍କୁ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜ୍ଜା କରାଯାଇଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ଦୁଇଜଣ ବିଜେପି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । 

  • Tags:

Subscribe

National International State Sports Entertainment