ଯୋଗୀ ଆଦିତ୍ୟନାଥ ଏବଂ ମାୟାବତୀଙ୍କ ପ୍ରଚାର ଉପରେ ବ୍ୟାନ ଲଗାଇଲେ ନିର୍ବାଚନ ଆୟୋଗ
Khabar Odisha:politics-odisha-Election-Commission-bans-UP-CM-Yogi-Adityanath-and-BSP-chief-Mayawati-from-election-campaigning
ନୂଆଦିଲ୍ଲୀ, ଏପ୍ରିଲ ୧୫(ଖବର ଓଡ଼ିଶା):

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଏସପି ପ୍ରମୁଖ ମାୟାବତୀଙ୍କୁ ଝଟକା । ଦୁହିଁଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣ ଲଗାଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । ନିର୍ବାଚନ ପ୍ରଚାର ସମୟରେ ବିବଦୀୟ ବୟାନ ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ନିର୍ବାଚନ ଆୟୋଗ କହିଛନ୍ତି । 

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ 72 ଘଣ୍ଟାର ବ୍ୟାନ ଲଗାଯାଇଥିବା ବେଳେ ବିଏସପି ମୁଖ୍ୟ ମାୟବତୀଙ୍କ ଉପରେ 48 ଘଣ୍ଟାର ବ୍ୟାନ ଲଗାଇଛନ୍ତି ନିର୍ବାଚନ ଆୟୋଗ । ଆସନ୍ତାକାଲି ସକାଳ 6 ଟାରୁ ଏହି କଟକଣା ଲାଗୁ ହେବା ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । 

Subscribe

National International State Sports Entertainment