ସ୍ୱଦେଶୀ କ୍ରୂଜ ମିଶାଇଲ ନିର୍ଭୟର ସଫଳ ପରୀକ୍ଷଣ, ଆମେରିକୀୟ ଟାମହକ ବରାବର ରହିଛି କ୍ଷମତା
Khabar Odisha:national-odisha-nirbhay-cruise-missile-was-successfully-test-know-specialty
ନୂଆଦିଲ୍ଲୀ, ଅପ୍ରେଲ ୧୫ (ଖବର ଓଡିଶା) :

ଭାରତ ଆଜି ୧୦୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରୁଥିବା ସ୍ୱଦେଶୀ ସବ ସୋନିକ କ୍ରୂଜ ମିଶାଇଲ ନିର୍ଭୟର ସପଳ ପରୀକ୍ଷଣ କରିଛି । ଓଡିଶାର ତଟୀୟ ଅଂଚଳରେ ଏହି ପରୀକ୍ଷଣ କରାଯାଇଛି । 

ଏହା ପୂର୍ବରୁ ଏହି ମିଶାଇଲର ବହୁ ଥର ପରୀକ୍ଷଣ କରାଯାଇଥିଲା । ଆଜି ଏହାର ସପଳ ପରୀକ୍ଷଣ ପରେ ଏହାକୁ ଖୁବ୍ ଶିଘ୍ର ସେନାରେ ସାମିଲ କରାଯିବ । ଭାରତୀୟ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥା ଏହାକୁ ବିକଶିତ କରିଛି । କ୍ରୂଜ ମିଶାଇଲ କ୍ଷମତାରେ ଆମେରିକାର ପ୍ରସିଦ୍ଧ ଟାମକାଁକ ମିଶାଇଲର ବରାବର ରହିଛି । ନିର୍ଭୟ ମିଶାଇଲ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପରମାଣୁ ୱାରହେଡକୁ ନିଜ ସହ ନେଇ ଯାଇପାରିବ ।  

Subscribe

National International State Sports Entertainment