ମେହବୁବା ମୁଫତୀଙ୍କ ଗାଡି ଉପରେ ପଥର ମାଡ
Khabar Odisha:national-odisha-mehbooba-s-concalvade-attacked-with-stones-at-khiram
ଜମ୍ମୁ, ଅପ୍ରେଲ ୧୫ (ଖବର ଓଡିଶା) :

 ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀଙ୍କ ଗାଡି ଉପରେ ପଥର ମାଡ ହୋଇଥିବା ସୂଚନା ମିଳିଛି । ସେ ଖିରମ ଦରଗାରେ ମଥା ଟେକି ଫେରିବା ସମୟରେ ଏହି ଘଟଣା ଘଟିଥିଲା । ତେବେ ଏଥିରେ ତାଙ୍କର କୌଣସୀ କ୍ଷତି ହୋଇ ନାହିଁ ଏବେ ସେ ସେଠାରୁ ଫେରିଯାଇଛନ୍ତି । 

ମୁଫତୀଙ୍କ ସୁରକ୍ଷାରେ ନିୟୋଜିତ ହୋଇଥିବା ଯାନର କିଛିକାଂଶରେ କ୍ଷତି ହୋଇଛି । ପଥର ମାଡ କରିଥିବା ଲୋକଙ୍କ ପରିଚୟ ମିଳି ନାହିଁ । 

Subscribe

National International State Sports Entertainment